କରୋନା ନେଲା ବରିଷ୍ଠ ସିପିଆଇଏମ ନେତାଙ୍କ ଜୀବନ

କୋଲକାତା: ସିପିଆଇଏମର ବରିଷ୍ଠ ବେଙ୍ଗଲ ନେତା ଶ୍ୟାମଲ ଚକ୍ରବର୍ତ୍ତୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ମଧ୍ୟାହ୍ଣରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଶ୍ୟାମଲ ଚକ୍ରବର୍ତ୍ତୀ ବେଙ୍ଗଲରେ ବରିଷ୍ଠ ଟ୍ରେଡ ୟୁନିୟନର ନେତା ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ଦିନ ହେଲାଣି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଅଗଷ୍ଟ […]

ge

ge

Hemant Lenka
  • Published: Thursday, 06 August 2020
  • Updated: 06 August 2020, 05:11 PM IST

Sports

Latest News

କୋଲକାତା: ସିପିଆଇଏମର ବରିଷ୍ଠ ବେଙ୍ଗଲ ନେତା ଶ୍ୟାମଲ ଚକ୍ରବର୍ତ୍ତୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ମଧ୍ୟାହ୍ଣରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଶ୍ୟାମଲ ଚକ୍ରବର୍ତ୍ତୀ ବେଙ୍ଗଲରେ ବରିଷ୍ଠ ଟ୍ରେଡ ୟୁନିୟନର ନେତା ଭାବେ କାର୍ଯ୍ୟ କରୁଥିଲେ।

ଦୀର୍ଘ ଦିନ ହେଲାଣି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଅଗଷ୍ଟ ୧ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ଦଳ ପକ୍ଷରୁ ଟ୍ୱିଟ କରି ଶ୍ୟାମଲଙ୍କ ପାଇଁ ଶୋକ ପ୍ରକାଶ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ”ଶ୍ୟାମଲ ଚକ୍ରବର୍ତ୍ତୀଙ୍କ ବିୟୋଗରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ। ସେ ଜଣେ ଭେଟରାନ ଟ୍ରେଡ ୟୁନିୟନ ଲିଡର ଥିଲେ। ସେହିପରି ସେ ପୂର୍ବତନ ମନ୍ତ୍ରୀ ଓ କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଆଜି ଶ୍ରମିକ ଶ୍ରେଣୀ ଓ ବାମପନ୍ଥୀମାନେ ସବୁଦିନ ପାଇଁ ଗୋଟିଏ ସ୍ୱରକୁ ହରାଇଛନ୍ତି। ତାଙ୍କ ସ୍କୃତିରେ ଆମେ ଆମ ପତାକା ନିମ୍ନଗାମୀ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story