ରବିବାର ଆଣ୍ଡାମାନ୍‌ ଅତିକ୍ରମ କରିବ ‘ପାବୁକ୍‌’

ନୂଆଦିଲ୍ଲୀ: ବର୍ତ୍ତମାନ ଥାଇଲାଣ୍ଡ ଦେଇ ପ୍ରବାହିତ ହେଉଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଶନିବାର ସକାଳ ୮.୩୦ବେଳେ ଏହା ଆଣ୍ଡାମାନ୍‌ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁଛି ଏବଂ ରବିବାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅତିକ୍ରମ କରିବ ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବାବେଳେ ବର୍ତ୍ତମାନ ଓଡ଼ିଶାର […]

cyclone

cyclone

Subrat Kumar Nayak
  • Published: Saturday, 05 January 2019
  • Updated: 05 January 2019, 05:48 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଥାଇଲାଣ୍ଡ ଦେଇ ପ୍ରବାହିତ ହେଉଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଶନିବାର ସକାଳ ୮.୩୦ବେଳେ ଏହା ଆଣ୍ଡାମାନ୍‌ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁଛି ଏବଂ ରବିବାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅତିକ୍ରମ କରିବ ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହା ବର୍ତ୍ତମାନ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବାବେଳେ ବର୍ତ୍ତମାନ ଓଡ଼ିଶାର ଗୋପାଳପୁର ଉପକୂଳଠାରୁ ୧୮୦୦ କିଲୋମିଟର ଦୂରରେ ଅଛି। ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।

'ପାବୁକ' ଝଡ଼ ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଅତି ବେଶୀରେ ୯୦ କିଲୋମିଟର ରହିବ। ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଏହା ଉତ୍ତର-ପୂର୍ବ ଆଡ଼କୁ ମୁହାଁଇ ମ୍ୟାଁମାର ଉପକୂଳ ଆଡ଼କୁ ଗତି କରିବ ଏବଂ ସେଠାରେ ହିଁ ଦୁର୍ବଳ ହୋଇଯିବ ବୋଲି ଡ.ସାହୁ କହିଛନ୍ତି।

ଏହା ପୂର୍ବ ଆଡ଼କୁ ଗତି କରୁଥିବାରୁ ୫ ଓ ୭ ତାରିଖରେ ଓଡ଼ିଶାର ଉତ୍ତରରେ ଥିବା ଜିଲ୍ଲାଗୁଡ଼ିକରେ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ‘ପାବୁକ୍‌’ର ପ୍ରଭାବ ଏତେଟା ରହିବନି। ତେବେ ଆଗାମୀ ୩ରୁ ୪ ଦିନ ଯାଏ ରାଜ୍ୟରେ ତାପମାତ୍ରା କମ୍‌ ରହିବ ବୋଲି ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story