ଦକ୍ଷିଣ ଫିଲିପାଇନ୍ସରେ ଭୂକଂପ: ତୀବ୍ରତା ୬.୧

ମନିଲା: ଦକ୍ଷିଣ ଫିଲିପାଇନ୍ସରେ ଶୁକ୍ରବାର ଅପରାହ୍ନ ୨ଟା ୪୩ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି। ମିନ୍ଦାନାଓ ଆଇଲ୍ୟାଣ୍ଡର ସୁରିଗାଓ ସହରର ଉତ୍ତର-ପୂର୍ବରୁ ପ୍ରାୟ ୬୨ କିଲୋମିଟର ଏହି ଭୂକଂପ ଅନୁଭୁତ ହୋଇଛି। ରିକ୍ଟର ସେଲରେ ଏହାର ତ୍ରୀବତା  ୬.୧ ଥିଲା। ତେବେ ଏହି  ଭୂମିକମ୍ପରେ କିଛି କ୍ଷୟ କ୍ଷତି ହୋଇନଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଗୁରୁତର

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଅନ୍ତର୍ଜାତୀୟ ମାର୍କେଟରେ ରାଫେଲର ଚାହିଦା କାହିଁକି କମ?

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

କରୋନା ଟିକାର ପରୀକ୍ଷା ଶେଷ, ଅକ୍ଟୋବରରୁ ଉତ୍ପାଦନ!