ବର୍ବରକାଣ୍ଡ: ଅଳିଆ ଉଠାଇବାକୁ ଆସିଥିବା ଦଳିତଙ୍କୁ ପିଟି ପିଟି ହତ୍ୟା, ଦେଖନ୍ତୁ ଦୃଶ୍ୟ

<p>ଅହମ୍ମଦାବାଦ: ବର୍ବରତାର ସୀମା ଲଂଘିଲା।&nbsp; ମରିଗଲା ମାନବିକତା। ଅଳିଆ &nbsp;ଆବର୍ଜନା ଉଠାଇବାକୁ ଯାଇଥିବା ଦଳିତ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା। &nbsp;ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି । &nbsp;ମାଡର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହାକୁ ତଦନ୍ତ କରି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗରଫ କରିଛି। &nbsp;&nbsp;ଗୁଜରାଟ ରାଜକୋଟରେ ଘଟିଛି ଏହି ଘଟଣା। ଗତ ରବିବାର ୪୦ ବର୍ଷୀୟ&nbsp; ମୁକେଶ ସାବଜୀ ନିଜ ପତ୍ନୀ ଜୟା ସହ ଅଳିଆ &nbsp;ଆବର୍ଜନା ଉଠାଇବାକୁ ଏକ କାରଖାନା ପରିସରରେ ପଶିଥିଲେ । ଏହାକୁ ବିରୋଧ କରି ପ୍ରଥମେ କିଛି କମ୍ପାନୀ କର୍ମଚାରୀଙ୍କ ସହ ମୁକେଶଙ୍କ ବଚସା ହୋଇଥିଲା କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀମାନେ ମୁକେଶଙ୍କୁ ଗୋଟିଏ ଗଛରେ ବାନ୍ଧି ପାଇପ୍ ଓ ଲୁହା ଛଡ଼ରେ ନିସ୍ତୁକ ବାଡ଼େଇଥିଲେ। &nbsp;&nbsp;ସେପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଓ୍ୱାଲେ। &nbsp;&nbsp;ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସେ କହିଛନ୍ତି। ଏଭଳି କାର୍ଯ୍ୟ କରୁଥିବା ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ସେ ନିଜ ପ୍ରତିକ୍ରୀୟାରେ କହିଛନ୍ତି ।</p>

Ordigital Desk
  • Published: Monday, 21 May 2018
  • Updated: 21 May 2018, 08:10 PM IST

Sports

Latest News

<p>ଅହମ୍ମଦାବାଦ: ବର୍ବରତାର ସୀମା ଲଂଘିଲା।&nbsp; ମରିଗଲା ମାନବିକତା। ଅଳିଆ &nbsp;ଆବର୍ଜନା ଉଠାଇବାକୁ ଯାଇଥିବା ଦଳିତ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା। &nbsp;ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି । &nbsp;ମାଡର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହାକୁ ତଦନ୍ତ କରି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗରଫ କରିଛି। &nbsp;&nbsp;ଗୁଜରାଟ ରାଜକୋଟରେ ଘଟିଛି ଏହି ଘଟଣା। ଗତ ରବିବାର ୪୦ ବର୍ଷୀୟ&nbsp; ମୁକେଶ ସାବଜୀ ନିଜ ପତ୍ନୀ ଜୟା ସହ ଅଳିଆ &nbsp;ଆବର୍ଜନା ଉଠାଇବାକୁ ଏକ କାରଖାନା ପରିସରରେ ପଶିଥିଲେ । ଏହାକୁ ବିରୋଧ କରି ପ୍ରଥମେ କିଛି କମ୍ପାନୀ କର୍ମଚାରୀଙ୍କ ସହ ମୁକେଶଙ୍କ ବଚସା ହୋଇଥିଲା କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀମାନେ ମୁକେଶଙ୍କୁ ଗୋଟିଏ ଗଛରେ ବାନ୍ଧି ପାଇପ୍ ଓ ଲୁହା ଛଡ଼ରେ ନିସ୍ତୁକ ବାଡ଼େଇଥିଲେ। &nbsp;&nbsp;ସେପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଓ୍ୱାଲେ। &nbsp;&nbsp;ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସେ କହିଛନ୍ତି। ଏଭଳି କାର୍ଯ୍ୟ କରୁଥିବା ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ସେ ନିଜ ପ୍ରତିକ୍ରୀୟାରେ କହିଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos