ଦାନ୍ତେୱାଡାରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା

ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ନକ୍ସଲମାନେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏହି ଖବର ମିଳିବା ପରେ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ବିଏସଏଫ୍, ସିଆରପିଏଫ୍, ଆଇଟିବିପି, ଆରପିଏଫ୍, ଏନଆଇଏ ସମେତ ଛତିଶଗଡ଼ ପୋଲିସକୁ ସତର୍କ କରିଦିଆଯାଇଛି। ମିଳିଥିବା ରିପୋର୍ଟ ଅନୁସାରେ ୩୦ ନମ୍ବର ଜାତୀୟ ରାଜପଥ ନିକଟରେ ନକ୍ସଲମାନେ ସୁରକ୍ଷାବଳଙ୍କ ଉପରେ ଏପରି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ସେମାନେ ଲ୍ୟାଣ୍ଡମାଇନ ଓ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ରରେ ସୁରକ୍ଷା କର୍ମୀଙ୍କ […]

Dantewada

Dantewada

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 11:17 AM IST

ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ନକ୍ସଲମାନେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏହି ଖବର ମିଳିବା ପରେ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ବିଏସଏଫ୍, ସିଆରପିଏଫ୍, ଆଇଟିବିପି, ଆରପିଏଫ୍, ଏନଆଇଏ ସମେତ ଛତିଶଗଡ଼ ପୋଲିସକୁ ସତର୍କ କରିଦିଆଯାଇଛି।

ମିଳିଥିବା ରିପୋର୍ଟ ଅନୁସାରେ ୩୦ ନମ୍ବର ଜାତୀୟ ରାଜପଥ ନିକଟରେ ନକ୍ସଲମାନେ ସୁରକ୍ଷାବଳଙ୍କ ଉପରେ ଏପରି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ସେମାନେ ଲ୍ୟାଣ୍ଡମାଇନ ଓ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ରରେ ସୁରକ୍ଷା କର୍ମୀଙ୍କ କ୍ୟାମ୍ପକୁ ଟାର୍ଗେଟ କରିବାକୁ ଯୋଜନା କରିଛନ୍ତି। ଏପରି କି ସୁରକ୍ଷାବାହିନୀର ବହୁ ବରିଷ୍ଠ ଅଧିକାରୀ ନକ୍ସଲଙ୍କ ଟାର୍ଗେଟରେ ରହିଛନ୍ତି।

ମାଲକାନଗିରି ଜଙ୍ଗଲରେ ଏପରି ଆକ୍ରମଣକୁ ନେଇ ଏକ ମିଟିଂ ହୋଇଥିବା ଓ ଏଥିପାଇଁ ୧୫ରୁ ୨୦ ଜଣ ଯୁବକଙ୍କୁ ପ୍ରସ୍ତୁତ କରାଯାଇଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story