ମଙ୍ଗଳବାରଠୁ ଇଣ୍ଟରନେଟ ପ୍ୟାକ୍ ମହଙ୍ଗା କଲା ଏହି ଟେଲିକମ କମ୍ପାନୀ

ନୂଆଦିଲ୍ଲୀ: କ୍ଷତିରେ ଚାଲିଥିବା ଦେଶର ଟେଲିକମ କମ୍ପାନୀମାନେ କ୍ଷତିଭରଣ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ନିକଟରେ ଭୋଡଫୋନ-ଆଇଡିଆ କଲ୍ ଓ ଇଣ୍ଟରନେଟ୍ ଚାର୍ଜ ବଢ଼ାଇବ ବୋଲି କହିଥିଲା। ଏବେ ମଙ୍ଗଳବାର ପାଖରୁ ଏୟାରଟେଲ ଇଣ୍ଚରନେଟ ଚାର୍ଜ ବଢ଼ାଇବ ବୋଲି ଆଜି ଘୋଷଣା କରିଛି। ୪୨ ପ୍ରତିଶତ ଇଣ୍ଟରନେଟ ପ୍ୟାକେଜ ମହଙ୍ଗା ହେବ ବୋଲି କମ୍ପାନୀ କହିଛି। କେବଳ ପ୍ରିପେଡ ସେବାରେ ଏହି ଅଧୀକ ମୂଲ୍ୟର ଦର ଲାଗୁ ହେବ ବୋଲି ଆଜି ଏୟାରଟେଲ ପକ୍ଷରୁ […]

airtel vodafone idea

airtel vodafone idea

Subhransu Sekhar
  • Published: Sunday, 01 December 2019
  • Updated: 01 December 2019, 06:22 PM IST

Sports

Latest News

ନୂଆଦିଲ୍ଲୀ: କ୍ଷତିରେ ଚାଲିଥିବା ଦେଶର ଟେଲିକମ କମ୍ପାନୀମାନେ କ୍ଷତିଭରଣ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ନିକଟରେ ଭୋଡଫୋନ-ଆଇଡିଆ କଲ୍ ଓ ଇଣ୍ଟରନେଟ୍ ଚାର୍ଜ ବଢ଼ାଇବ ବୋଲି କହିଥିଲା। ଏବେ ମଙ୍ଗଳବାର ପାଖରୁ ଏୟାରଟେଲ ଇଣ୍ଚରନେଟ ଚାର୍ଜ ବଢ଼ାଇବ ବୋଲି ଆଜି ଘୋଷଣା କରିଛି। ୪୨ ପ୍ରତିଶତ ଇଣ୍ଟରନେଟ ପ୍ୟାକେଜ ମହଙ୍ଗା ହେବ ବୋଲି କମ୍ପାନୀ କହିଛି। କେବଳ ପ୍ରିପେଡ ସେବାରେ ଏହି ଅଧୀକ ମୂଲ୍ୟର ଦର ଲାଗୁ ହେବ ବୋଲି ଆଜି ଏୟାରଟେଲ ପକ୍ଷରୁ କୁହାଯାଇଛି।

ଏହି ବର୍ଦ୍ଦିତ ଇଣ୍ଟରନେଟ ପ୍ୟାକେଜ ସହ ଗ୍ରାହକମାନେ ଏୟାରଟେଲ ଏକ୍ସଷ୍ଟ୍ରିମ୍ ପ୍ରିମଅମ ପ୍ୟାକେଜକୁ ମାଗଣାରେ ଦେଖିପାରିବେ ବୋଲି ଜଣାପଡ଼ିଛି। ଯେଉଁଥିରେ ୧୦ ହଜାର ଫିଲ୍ମ, ବିଭିନ୍ନ ଶୋ’, ୪୦୦ ଟିଭି ଚ୍ୟାନେଲ, ଉଇଙ୍କ ମ୍ୟୁଜିକ, ମୋବାଇଲ ପ୍ରୋଟେକସନ, ଆଣ୍ଚି ଭାଇରସ ଭଳି ସେବା ପାଇବେ ବୋଲି କମ୍ପାନୀ କହିଛି। ମୋବାଇଲ କମ୍ପାନୀ ମାନେ ବିଭିନ୍ନ ଦର ବଢ଼ାଇବା ନିଷ୍ପତ୍ତିକୁ ବିରୋଧ କରିଛି କଂଗ୍ରେସ। ଏଥିପାଇଁ ସରକାର ଦାୟୀ ବୋଲି ଆଜି କଂଗ୍ରେସ କହିଛି।

ସୂଚନାଯୋଗ୍ୟ, ବଜାରରେ ଜିଓର ପ୍ରଭାବ ଏବଂ ନିକଟରେ ସୁପ୍ରିମକୋର୍ଟ ସମସ୍ତ ଟେଲିକମ କମ୍ପାନୀଙ୍କୁ ବକେୟା ଏଜିଆର ଟଙ୍କା ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଡିସେମ୍ୱର ଆରମ୍ଭରୁ ଏୟାର ଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ଦର ବଢ଼ାଇବେ ବୋଲି ପୂର୍ବରୁ କହିଥିଲେ। ତେବେ କେତେ ଟଙ୍କା ଦର ବୃଦ୍ଧି ହେବ ସେ ବାବଦରେ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ପୂର୍ବରୁ ସ୍ପଷ୍ଟ କରି ନଥିଲେ।

ଖାଲି ଏହି ଦୁଇ ଟେଲିକମ କମ୍ପାନୀ ନୁହେଁ ରିଲାଏନ୍ସ ଜିଓ ମଧ୍ୟ ଅକ୍ଟୋବର ମାସରେ ଆଇୟୁସି ଚାର୍ଜ ବଢ଼ାଇଛି। ଅନ୍ୟମାନେ ଆଇୟୁସି ଚାର୍ଜ ନେଇନଥିଲେ ମଧ୍ୟ ଅନ୍ୟ ରିଚାର୍ଜ ପ୍ୟାକର ଦାମ ବଢ଼ାଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story