୧୯୮୪ ଦଙ୍ଗା ଘଟଣାରେ ଆସିଲା ରାୟ: ଜଣଙ୍କୁ ମୃତ୍ୟୁଦଣ୍ଡ, ଜଣଙ୍କୁ ଆଜୀବନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାର ଦୀର୍ଘ ୩୪ ବର୍ଷ ପରେ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟଶପାଲ ସିଂହଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟତମ ଦୋଷୀ ନରେଶ ଶେରାୱତଙ୍କୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଶିଖ୍‌ ଦଙ୍ଗାରେ ମୃତ୍ୟୁଦଣ୍ଡ ମିଳିବା ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରେ ନଭେମ୍ବର ୧୫ରେ ନରେଶ ଓ […]

s

s

Hemant Lenka
  • Published: Tuesday, 20 November 2018
  • Updated: 20 November 2018, 05:30 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାର ଦୀର୍ଘ ୩୪ ବର୍ଷ ପରେ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟଶପାଲ ସିଂହଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟତମ ଦୋଷୀ ନରେଶ ଶେରାୱତଙ୍କୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଶିଖ୍‌ ଦଙ୍ଗାରେ ମୃତ୍ୟୁଦଣ୍ଡ ମିଳିବା ପ୍ରଥମ ଘଟଣା।

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରେ ନଭେମ୍ବର ୧୫ରେ ନରେଶ ଓ ୟଶପାଲ ଦିଲ୍ଲୀର ମହିପାଲପୁରଠାରେ ଦୁଇ ଜଣ ଶିଖ୍‌ ଯୁବକଙ୍କୁ ହତ୍ୟା କରିଥିଲେ। ୨୦୧୫ରେ ଶିଖ୍‌ ବିରୋଧୀ ଦଙ୍ଗାର ଏସ୍‌ଆଇଟି ତଦନ୍ତ ପରେ ଏଭଳି ଦଣ୍ଡାଦେଶ ପ୍ରଥମ ଘଟଣା। ଏସ୍‌ଆଇଟତ ତଦନ୍ତ କରି ନରେଶ ଓ ୟଶପାଲ ଦୁଇ ଜଣ ନିରୀହ ଶିଖ୍‌ ଯୁବକଙ୍କୁ ହତ୍ୟା କରିଥିବା ପ୍ରମାଣ ପାଇଥିଲା। ଆଜିର ଶୁଣାଣି ବେଳେ ଦୋଷୀ ଓ ପୀଡ଼ିତଙ୍କ ପକ୍ଷରୁ କେବଳ ଦୁଇ ଜଣ ଲେଖାଏ ବ୍ୟକ୍ତିଙ୍କୁ କୋର୍ଟ ମଧ୍ୟକୁ ଛଡ଼ା ଯାଇଥିଲା।

ଦୀର୍ଘ ୩୪ ବର୍ଷ ପରେ ରାୟ ପ୍ରକାଶ ପାଇଥିଲେ ହେଁ ଦଙ୍ଗା ପୀଡ଼ିତମାନେ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ଘଟଣାରେ ସଂପୃକ୍ତ ଥିବା କଂଗ୍ରେସ ନେତା ଜଗଦୀଶ ଟାଇଟଲର ଓ ସଜ୍ଜନ କୁମାରଙ୍କୁ ମଧ୍ୟ ବିଳମ୍ବ ହେଲେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯିବ ବୋଲି ସେମାନେ ଆଶା ପୋଷଣ କରିଛନ୍ତି।

ବରିଷ୍ଠ ଆଇନ୍‌ଜୀବୀ କେଟିଏସ୍‌ ତୁଲସୀ ଅଭିଯୁକ୍ତ କଂଗ୍ରେସ ନେତା ସଜ୍ଜନ କୁମାର ଫାଶୀ ପାଇବେ ବୋଲି କହିଛନ୍ତି।

ଶିଖ୍‌ ଦଙ୍ଗାରେ ୨୮୦୦ ଶିଖ୍‌ଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ କେବଳ ଦିଲ୍ଲୀରେ ୨୧୦୦ ଶିଖ୍‌ଙ୍କୁ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story