ବନ୍ୟାରେ ଆସାମ ଉବୁଟୁବୁ, ୧୧ ମୃତ ଓ ୨୬ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟୀ: ଅବିଶ୍ରାନ୍ତ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି। ଆସାମରେ ଚଳିତ ବର୍ଷର ପ୍ରଥମ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆସାମରେ ସୃଷ୍ଟି ହୋଇଥିବା ବନ୍ୟାରେ ୨୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିନକୁ ଦିନ ସ୍ଥିତି ବିପଦଜ୍ଜନକ ହେଉଥିବାରୁ ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ […]

s

s

Hemant Lenka
  • Published: Monday, 15 July 2019
  • Updated: 15 July 2019, 04:41 PM IST

Sports

Latest News

ଗୁଆହାଟୀ: ଅବିଶ୍ରାନ୍ତ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି। ଆସାମରେ ଚଳିତ ବର୍ଷର ପ୍ରଥମ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଆସାମରେ ସୃଷ୍ଟି ହୋଇଥିବା ବନ୍ୟାରେ ୨୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦିନକୁ ଦିନ ସ୍ଥିତି ବିପଦଜ୍ଜନକ ହେଉଥିବାରୁ ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜଣେ ସେନା ଅଧିକାରୀ କହିଛନ୍ତି, “ରାଜ୍ୟର ଯେଉଁ ସବୁ ସ୍ଥାନରେ ବନ୍ୟା ହୋଇଛି, ସେଠାରେ ଆମ ଯବାନମାନେ ହାଇ ଆଲର୍ଟରେ ରହିଛନ୍ତି। ଆମ ଯବାନମାନେ ଜିଲ୍ଲା ପ୍ରଶାସନକୁ ଉଦ୍ଧାର ଓ ରିଲିଫ ଯୋଗାଣ କାର୍ଯ୍ୟରେ ସହଯୋଗ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଆମେ ୧୫୦ ଜଣ ବନ୍ୟା କ୍ଷତିଗ୍ରସ୍ତକୁ ପାଣି ଘେରରୁ ଉଦ୍ଧାର କରିଛୁ। ସେହିପରି ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ରହିଛନ୍ତି।

ବନ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୧୧ଟି ଜିଲ୍ଲାରୁ ୭,୮୩୩ ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି।କେବଳ ଗତକାଲି ୮୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଜୋରହାଟ ଜିଲ୍ଲାର ୨ଟି, ବାରପେଟା ଓ ଡୁବ୍ରିରୁ ଆଜି ଗୋଟିଏ ଲେଖାଏ ମୃତଦେହ ଉଦ୍ଧାର ହୋଇଛି। ଫଳରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି।”

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ୫ଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୮ଟି ଜିଲ୍ଲା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ୨୮ ଜିଲ୍ଲାରେ ଥିବା ୨୬ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ସରକାରଙ୍କ ପକ୍ଷରୁ ୮୫ଟି ଆଶ୍ରୟ ସ୍ଥଳ ନିର୍ମାଣ ହୋଇଛି। ଏଯାଏ ୧୮ଟି ଜିଲ୍ଲାର ୧୬ ହଜାର ଲୋକ ବିଭିନ୍ନ ଆଶ୍ରୟ ସ୍ଥଳରେ ରହିଛନ୍ତି। ତେବେ ବନ୍ୟା ଦ୍ୱାରା ବାରପେଟା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଏଠାରେ ୭ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। କିନ୍ତୁ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ବା ସହାୟତା ଏଯାଏ କରାଯାଇ ନଥିବା ଜଣାପଡ଼ିଛି।

ବ୍ରହ୍ମପୁତ୍ର ନଦୀ ଏବେ ବି ଗୁଆହାଟୀ, ଜୋରହାଟ, ତେଜପୁର, ଗୋଆଲପାରା ଓ ଡୁବ୍ରିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଗରୁ ଆହୁରି ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଆସାମର ସ୍ଥିତି ଭୟଙ୍କର ରୂପ ଧାରଣ କରିପାରେ ବୋଲି ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story