ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

ବେଙ୍ଗାଲୁରୁ: ମୋଦି ବିରୋଧୀ ଚେହେରା ଭାବରେ ଉଭା ହେବା ସହ ବେଙ୍ଗାଲୁରୁ ମଧ୍ୟ ଆସନରୁ ନିର୍ବାଚନ ଲଢ଼ିଥିବା ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ପରାଜିତ ହେବା ସ୍ପଷ୍ଟ ହୋଇଛି। ତୃତୀୟ ସ୍ଥାନରେ ରହିଥିବା ପ୍ରକାଶ ଏହାକୁ ସ୍ୱୀକାର କରିବା ସହ କହିଛନ୍ତି, “ମୋ ମୁହଁରେ ଏହା ଏକ ଶକ୍ତ ଚାପୁଡ଼ା। କିନ୍ତୁ ଯେତେ ଗାଳି, ଥଟ୍ଟା ଏବଂ କଟୁ ମନ୍ତବ୍ୟ ଆସୁ ପଛେ ମୁଁ ନିର୍ବିକାର ରହିବି।” ପ୍ରକାଶ ପରାଜୟକୁ ସ୍ୱୀକାର କରି କହିଛନ୍ତି, ଧର୍ମନିରପେକ୍ଷ ଭାରତ […]

prakash-Raj

prakash-Raj

Subrat Kumar Nayak
  • Published: Thursday, 23 May 2019
  • Updated: 23 May 2019, 06:47 PM IST

Sports

Latest News

ବେଙ୍ଗାଲୁରୁ: ମୋଦି ବିରୋଧୀ ଚେହେରା ଭାବରେ ଉଭା ହେବା ସହ ବେଙ୍ଗାଲୁରୁ ମଧ୍ୟ ଆସନରୁ ନିର୍ବାଚନ ଲଢ଼ିଥିବା ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ପରାଜିତ ହେବା ସ୍ପଷ୍ଟ ହୋଇଛି। ତୃତୀୟ ସ୍ଥାନରେ ରହିଥିବା ପ୍ରକାଶ ଏହାକୁ ସ୍ୱୀକାର କରିବା ସହ କହିଛନ୍ତି, "ମୋ ମୁହଁରେ ଏହା ଏକ ଶକ୍ତ ଚାପୁଡ଼ା। କିନ୍ତୁ ଯେତେ ଗାଳି, ଥଟ୍ଟା ଏବଂ କଟୁ ମନ୍ତବ୍ୟ ଆସୁ ପଛେ ମୁଁ ନିର୍ବିକାର ରହିବି।"

ପ୍ରକାଶ ପରାଜୟକୁ ସ୍ୱୀକାର କରି କହିଛନ୍ତି, ଧର୍ମନିରପେକ୍ଷ ଭାରତ ପାଇଁ ମୋ ଲଢ଼େଇ ଜାରି ରହିବ। ଯେଉଁମାନେ ମୋ ସହ ଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏବେଠାରୁ ଏକ କଠିନ ଯାତ୍ରା ଆରମ୍ଭ ହେଲା।

ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ନୀତିକୁ ବିରୋଧ କରିବା ହିଁ ପ୍ରକାଶଙ୍କ ମୁଖ୍ୟ ପ୍ରସଙ୍ଗ ରହିଥିଲା। ସେ ସୋଶାଲ ମିଡିଆରେ ଏଥିପାଇଁ ବ୍ୟାପକ ଚର୍ଚ୍ଚାରେ ରହିଥିଲେ। ଏପରିକି ଏହା ପୂର୍ବରୁ ଦେଶ ସାରା ବୁଲି ସେ ବିଭିନ୍ନ ସଭା ସମିତିରେ ମୋଦି ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story