ଶସ୍ତ୍ର ପୂଜାରେ ରାଫେଲ ଉପରେ ‘ଓଁ ’ନୁହେଁ ତ କ’ଣ ଲେଖିଥାନ୍ତି ?

ନୂଆଦିଲ୍ଲୀ: ଯୁଦ୍ଧ ବିମାନ ରାଫେଲ ଉପରେ ଶସ୍ତ୍ର ପୂଜାକୁ ନେଇ ଚାଲିଥିବା ବୟାନବାଜି ଉପରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀକୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଶସ୍ତ୍ର ପୂଜାରେ ଓଁ  ନ ଲେଖି କ’ଣ ଲେଖିଥାନ୍ତି ? ହରିୟାଣାର ଏକ ନିର୍ବାଚନ ରାଲିରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବା ଅବସରରେ ରାଜନାଥ ସିଂହ ରାଫେଲ ବିବାଦ ଉପରେ ପ୍ରଶ୍ନ ଉଠାଇ ଏମିତି ଟାର୍ଗେଟ କରିଥିଲେ। ରାଜନାଥ ସିଂହ କହିଥିଲେ […]

Rajnath

Rajnath

Tapas Behera
  • Published: Thursday, 17 October 2019
  • Updated: 17 October 2019, 01:52 PM IST

Sports

Latest News

ନୂଆଦିଲ୍ଲୀ: ଯୁଦ୍ଧ ବିମାନ ରାଫେଲ ଉପରେ ଶସ୍ତ୍ର ପୂଜାକୁ ନେଇ ଚାଲିଥିବା ବୟାନବାଜି ଉପରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀକୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଶସ୍ତ୍ର ପୂଜାରେ ଓଁ  ନ ଲେଖି କ’ଣ ଲେଖିଥାନ୍ତି ? ହରିୟାଣାର ଏକ ନିର୍ବାଚନ ରାଲିରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବା ଅବସରରେ ରାଜନାଥ ସିଂହ ରାଫେଲ ବିବାଦ ଉପରେ ପ୍ରଶ୍ନ ଉଠାଇ ଏମିତି ଟାର୍ଗେଟ କରିଥିଲେ। ରାଜନାଥ ସିଂହ କହିଥିଲେ ଯେ, ବିଜୟା ଦଶମୀରେ ଶସ୍ତ୍ର ପୂଜା ପରମ୍ପରା ରହିଛି।

ଯେତେବେଳେ ମୁଁ ରାଫେଲ ଉପରେ ଓଁ ଲେଖିଲି ତେବେ ଲୋକେ ପଚାରିଲେ ଆପଣ କାହିଁକି ଓଁ ଲେଖିଲେ ? ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ ଶସ୍ତ୍ର ପୂଜାରେ ଓଁ ନୁହେଁ ତ ଆଉ କଣ ଲେଖିଥାନ୍ତି ? ଏଥିସହ ରାଜନାଥ ଜମ୍ମୁକଶ୍ମୀର ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ରାଜନାଥ କହିଛନ୍ତି ଯେ, ଜମ୍ମୁ କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା।

ମୁଁ  ପଚାରିବାକୁ ଚାହେଁ,  ଜମ୍ମୁ କଶ୍ମୀରକୁ କ’ଣ କଂଗ୍ରେସ ଆନ୍ତର୍ଜାତୀୟ ପ୍ରସଙ୍ଗ ତିଆରି କରିବା ପାଇଁ ଚାହେଁ ? ସୂଚନା ଅନୁଯାୟୀ, ରାଜନାଥ ରାଫେଲ ବିମାନ ଆଣିବା ପାଇଁ ଫ୍ରାନ୍ସ ଯାଇ ସେଠାରେ ଶସ୍ତ୍ର ପୂଜା କରିଥିଲେ। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏହାର ଖୁବ୍‌ ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story