ଥଣ୍ଡା ଜ୍ୱର ପାଇଁ ଲାଇସେନ୍ସ ନେଇ କରୋନା ଔଷଧ ତିଆରି କରିଛି ପାତଞ୍ଜଳି!

ଡେରାଡୁନ: ଥଣ୍ଡା-ଜ୍ୱର ପାଇଁ ଔଷଧ ତିଆରି କରିବେ କହି ଯୋଗ ଗୁରୁ ବାବା ରାମଦେବଙ୍କ ଦିବ୍ୟ ଯୋଗ ଫାର୍ମାସି ଲାଇସେନ୍ସ ମାଗିଥିଲେ। ହେଲେଏହି ଲାଇସେନ୍ସ ଜରିଆରେ ପତଞ୍ଜଳି କରୋନା ଭାଇରସ ପାଇଁ ଔଷଧ ତିଆରି କରିଥିବା ଦାବି କରିଛି ବୋଲି ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଫିସର କହିଛନ୍ତି। ଔଷଧ ତିଆରି ପାଇଁ ଆବେଦନ ବେଳେ ପତଞ୍ଜଳି ତରଫରୁ କରୋନା ପାଇଁ ଔଷଧ ତିଆରି କରୁଛନ୍ତି ବୋଲି କୁହାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବେ ଉତ୍ତରାଖଣ୍ଡ […]

coronil-tablet-newting

coronil-tablet-newting

Subhransu Sekhar
  • Published: Wednesday, 24 June 2020
  • Updated: 24 June 2020, 06:52 PM IST

Sports

Latest News

ଡେରାଡୁନ: ଥଣ୍ଡା-ଜ୍ୱର ପାଇଁ ଔଷଧ ତିଆରି କରିବେ କହି ଯୋଗ ଗୁରୁ ବାବା ରାମଦେବଙ୍କ ଦିବ୍ୟ ଯୋଗ ଫାର୍ମାସି ଲାଇସେନ୍ସ ମାଗିଥିଲେ। ହେଲେଏହି ଲାଇସେନ୍ସ ଜରିଆରେ ପତଞ୍ଜଳି କରୋନା ଭାଇରସ ପାଇଁ ଔଷଧ ତିଆରି କରିଥିବା ଦାବି କରିଛି ବୋଲି ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଫିସର କହିଛନ୍ତି। ଔଷଧ ତିଆରି ପାଇଁ ଆବେଦନ ବେଳେ ପତଞ୍ଜଳି ତରଫରୁ କରୋନା ପାଇଁ ଔଷଧ ତିଆରି କରୁଛନ୍ତି ବୋଲି କୁହାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏବେ ଉତ୍ତରାଖଣ୍ଡ ଡ୍ରଗ କଣ୍ଟ୍ରୋଲର ପାତଞ୍ଜଳିର ଦିବ୍ୟ ଫାର୍ମାସିକୁ ଜବାବ ତଲବ କରିଛି। କରୋନା ଭାଇରସ ପାଇଁ ଦିବ୍ୟ ଫାର୍ମାସି ଯେଉଁ ଔଷଧ ତିଆରି କରିଛି ତା’ର ଆଧାର କ’ଣ? ଔଷଧ ତିଆରି କରିବା ପାଇଁ ଫାର୍ମାସି କମ୍ପାନୀ କେଉଁଠି ଅନୁମତି ପାଇଛି? ପ୍ରଚାର ପ୍ରସାର ପାଇଁ କିଏ ଅନୁମତି ଦେଇଛି ବୋଲି ଜବାବ ତଲବ କରାଯାଇଛି। ଦିବ୍ୟ ଫାର୍ମାସି କମ୍ପାନୀ ଡ୍ରଗ ଏବଂ ମ୍ୟାଜିକ ଆଇନ୍ 1954, ଆଇନ୍-1940ର ଧାରା 170କୁ ଉଲ୍ଲଂଘନ କରି ଭ୍ରମ ପ୍ରଚାର କରିଛି ବୋଲି ଡ୍ରଗ କଣ୍ଟ୍ରୋଲର ତରଫରୁ କୁହାଯାଇଛି।

https://twitter.com/ANI/status/1275705563641454592

ଯଦି ଦିବ୍ୟ ଫାର୍ମାସି କମ୍ପାନୀ ସନ୍ତୋଷଜନକ ଉତ୍ତର ନଦେବେ ତା’ହେଲେ ଲାଇସେନ୍ସ ବାତିଲ୍ କରାଯାଇପାରିବ ବୋଲି ଡ୍ରଗ କଣ୍ଟ୍ରୋଲର ଯତେନ୍ଦ୍ର ସିହଂ ରାଓ୍ୱତ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର କରୋନା ପାଇଁ କରୋଲିନ ବାହାର କରିଥିବା ପାତଞ୍ଜଳି ପକ୍ଷରୁ କୁହାଯାଇଥିଲା। ଏହାକୁ ସେବନ କରିବା ଦ୍ୱାରା ୩ରୁ ୧୫ ଦିନ ମଧ୍ୟରେ ଜଣେ କରୋନା ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବ ବୋଲି ରାମଦେବ କହିଥିଲେ। ଏଥିସହ ଏହାକୁ ୨୮୦ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯାଇଥିବା ସେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story