'କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଲାଭ କମ୍ କ୍ଷତି ଅଧିକ'

ନୂଆଦିଲ୍ଲୀ: ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ (HCQ)କୁ ନେଇ ଭାରତ ସମେତ ବିଦେଶରେ ଚର୍ଚ୍ଚା। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଔଷଧ ସହାୟକ ହେବ ବୋଲି କୁହାଯାଉଛି। ଆମେରିକା ଏହି ଔଷଧକୁ ‘ଗେମଚେଞ୍ଜର’ ବୋଲି କହିଥିବାବେଳେ ବ୍ରାଜିଲ ସରକାର ଏହାକୁ ‘ସଞ୍ଜିବନୀ’ ବୋଲି କହିଛି। ଭାରତ ଏବେ ୧୩ଟି ଦେଶକୁ HCQ ପଠାଇଛି। ହେଲେ ଏହି ଔଷଧ ଆକ୍ରାନ୍ତଙ୍କୁ ଲାଭ କମ୍ କ୍ଷତି ଅଧିକ ଦେବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ଫ୍ରାନ୍ସ […]

aiims_randeep guleria

aiims_randeep guleria

Subhransu Sekhar
  • Published: Sunday, 12 April 2020
  • Updated: 12 April 2020, 05:07 PM IST

Sports

Latest News

ନୂଆଦିଲ୍ଲୀ: ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ (HCQ)କୁ ନେଇ ଭାରତ ସମେତ ବିଦେଶରେ ଚର୍ଚ୍ଚା। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଔଷଧ ସହାୟକ ହେବ ବୋଲି କୁହାଯାଉଛି। ଆମେରିକା ଏହି ଔଷଧକୁ ‘ଗେମଚେଞ୍ଜର’ ବୋଲି କହିଥିବାବେଳେ ବ୍ରାଜିଲ ସରକାର ଏହାକୁ ‘ସଞ୍ଜିବନୀ’ ବୋଲି କହିଛି। ଭାରତ ଏବେ ୧୩ଟି ଦେଶକୁ HCQ ପଠାଇଛି। ହେଲେ ଏହି ଔଷଧ ଆକ୍ରାନ୍ତଙ୍କୁ ଲାଭ କମ୍ କ୍ଷତି ଅଧିକ ଦେବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

ଫ୍ରାନ୍ସ ଏବଂ ଚାଇନାର ପରୀକ୍ଷାଗାରରେ HCQର ପରୀକ୍ଷା କରାଯାଇଛି। ଯେଉଁଥିରେ ଆକ୍ରାନ୍ତଙ୍କ ଶରୀରରେ ଏହି ଔଷଧ ସେତେଟା ଲାଭଦାୟକ ହେଉନି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। କିନ୍ତୁ ଏହି ଡାଟାକୁ ମଧ୍ୟ ଗ୍ରହଣ କରିହେବନି ବୋଲି ଗୁଲେରିଆ କହିଛନ୍ତି। ଆଇସିଏମଆର ବିଶେଷଜ୍ଞଙ୍କ ମତାମତକୁ ଉଦ୍ଧାର କରି ଗୁଲେରିଆ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା କିମ୍ୱା ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି HCQ ଲାଭଦାୟକ ହେବ।

ଏହି ଔଷଧ ଆକ୍ରାନ୍ତ ଖାଇବା ପରେ ସେମାନଙ୍କ ଛାତିରେ ଯନ୍ତ୍ରଣା ହୋଇପାରେ। ହୃଦସ୍ପନ୍ଦନ ଅଧିକ ହୋଇପାରେ। ଅନ୍ୟ ଔଷଧ ଭଳି ଏହି HCQରେ ମଧ୍ୟ ସାଇଡଇଫେକ୍ଟ ରହିଛି। କରୋନାରୁ ସଂକ୍ରମିତ ନହେବା ପାଇଁ ଯଦି ସାଧାରଣ ଲୋକ ଏହି ଔଷଧ ଖାଇବେ ତାହେଲେ ଲାଭ କମ୍ କ୍ଷତି ଅଧିକ ହେବ ବୋଲି ଗୁଲେରିଆ କହିଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନାହିଁ ତେଣୁ ଏହି ଔଷଧକୁ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story