ସମସ୍ତଙ୍କ ସାମ୍ନାରେ ହାଣିଦେଲେ, ଭିଡିଓ ଶୁଟିଂ କଲେ ଦେଖଣାହାରୀ

ନୂଆଦିଲ୍ଲୀ: ଝିଅକୁ କିଛି ଯୁବକ ହଇରାଣ କରୁଥିବାରୁ ଏହାର ବିରୋଧ କରୁଥିବା ବାପାଙ୍କୁ ଜୀବନ ହାରିବାକୁ ପଡ଼ିଛି। ବେଶ୍‌ କିଛ ଲୋକ ଘଟଣା ଦେଖୁଥିଲେ ମଧ୍ୟ ପାଖକୁ ନଆସି ଭିଡିଓ ଶୁଟିଂ କରୁଥିବା ଭଳି ଘଟଣା ଘଟିଛି। ଶନିବାର ରାତିରେ ଦିଲ୍ଲୀ ମୋତି ନଗରରେ ଏହି ଘଟଣା ଘଟିଛି। ଏଥିରେ ୪ ଜଣ ଯୁବକ ୫୧ ବର୍ଷ ବୟସ୍କଙ୍କୁ ସମସ୍ତଙ୍କ ସାମ୍ନାରେ ହିଁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ […]

delhi

delhi

Subrat Kumar Nayak
  • Published: Tuesday, 14 May 2019
  • Updated: 14 May 2019, 11:04 PM IST

Sports

Latest News

ନୂଆଦିଲ୍ଲୀ: ଝିଅକୁ କିଛି ଯୁବକ ହଇରାଣ କରୁଥିବାରୁ ଏହାର ବିରୋଧ କରୁଥିବା ବାପାଙ୍କୁ ଜୀବନ ହାରିବାକୁ ପଡ଼ିଛି। ବେଶ୍‌ କିଛ ଲୋକ ଘଟଣା ଦେଖୁଥିଲେ ମଧ୍ୟ ପାଖକୁ ନଆସି ଭିଡିଓ ଶୁଟିଂ କରୁଥିବା ଭଳି ଘଟଣା ଘଟିଛି। ଶନିବାର ରାତିରେ ଦିଲ୍ଲୀ ମୋତି ନଗରରେ ଏହି ଘଟଣା ଘଟିଛି। ଏଥିରେ ୪ ଜଣ ଯୁବକ ୫୧ ବର୍ଷ ବୟସ୍କଙ୍କୁ ସମସ୍ତଙ୍କ ସାମ୍ନାରେ ହିଁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି।

ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ମୃତକଙ୍କ ୨୧ ବର୍ଷର ପୁଅ ମଧ୍ୟ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି।

ପୁଲିସ୍‌ ଦେଇଥିବା ସୂଚନା ଅନୁଯାୟୀ, ଝିଅ ସହିତ ଏହି ବ୍ୟକ୍ତି ଜଣକ ହସ୍ପିଟାଲରୁ ଫେରୁଥିଲେ। ଏହି ସମୟରେ ସେହି ଅଞ୍ଚଳ ବାସିନ୍ଦା ଏହି ୪ ଜଣ କମେଣ୍ଟ ମାରିଥିଲେ। ଏହାପରେ ଝିଅକୁ ଘରେ ଛାଡ଼ିସାରି ଏହି ବ୍ୟକ୍ତି ଯୁବକମାନଙ୍କୁ କମେଣ୍ଟ ମରା ବିଷୟରେ ପଚାରିଥିଲେ। ଏଥିରୁ ବଚସା ଆରମ୍ଭ ହୋଇଥିଲା ଏବଂ ପରେ ବାପାଙ୍କ ସାହାଯ୍ୟ ପାଇଁ ତାଙ୍କ ପୁଅ ମଧ୍ୟ ପହଞ୍ଚିଥିଲା। ପରେ ଝିଅଟି ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା।

କେବଳ ଜଣେ ପଡ଼ୋଶୀଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଦେଖଣାହାରୀ ସାଜିଥିଲେ। ଏହି ଅଞ୍ଚଳ ରାତି ୯ଟା ପରେ ଅସୁରକ୍ଷିତ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ସମସ୍ତଙ୍କ ସାମ୍ନାରେ ଘଟିଥିଲେ ବି କେହି ସାହାଯ୍ୟ ପାଇଁ ନଆସିବା ଆଶ୍ଚର୍ଯ୍ୟଜନକ ଏବଂ ମାନବିକତାର ଅଭାବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ମୃତ ବ୍ୟକ୍ତି ଜଣକ ପରିବାରର ଏକାମାତ୍ର ରୋଜଗାରିଆ ଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story