୧୧ ଘଣ୍ଟାର ବିକ୍ଷୋଭ ପରେ ଉଠିଲେ ଆନ୍ଦୋଳନକାରୀ ପୁଲିସ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀଠାରେ ନ୍ୟାୟ ପାଇଁ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୁଲିସ୍‌ ଏବଂ ସେମାନଙ୍କ ପରିବାର ଲୋକେ ଶେଷରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନେ ପୁଲିସ୍‌ ମୁଖ୍ୟାଳୟ ସାମ୍ନାରେ ଏହି ଆନ୍ଦୋଳନ କରୁଥିଲେ। ବରିଷ୍ଠ ପୁଲିସ୍‌ ଅଧିକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏହି ବିକ୍ଷୋଭକାରୀମାନଙ୍କୁ ସ୍ୱତନ୍ତ୍ର ପୁଲିସ୍‌ କମିଶନର ସୀଶ ଗୋଲଚା କହିଥିଲେ, ସେମାନେ ଆନ୍ଦୋଳନ ବନ୍ଦ କରି କାମକୁ […]

delhi

delhi

Subrat Kumar Nayak
  • Published: Tuesday, 05 November 2019
  • Updated: 05 November 2019, 09:27 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀଠାରେ ନ୍ୟାୟ ପାଇଁ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୁଲିସ୍‌ ଏବଂ ସେମାନଙ୍କ ପରିବାର ଲୋକେ ଶେଷରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସେମାନେ ପୁଲିସ୍‌ ମୁଖ୍ୟାଳୟ ସାମ୍ନାରେ ଏହି ଆନ୍ଦୋଳନ କରୁଥିଲେ। ବରିଷ୍ଠ ପୁଲିସ୍‌ ଅଧିକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଏହି ବିକ୍ଷୋଭକାରୀମାନଙ୍କୁ ସ୍ୱତନ୍ତ୍ର ପୁଲିସ୍‌ କମିଶନର ସୀଶ ଗୋଲଚା କହିଥିଲେ, ସେମାନେ ଆନ୍ଦୋଳନ ବନ୍ଦ କରି କାମକୁ ଫେରନ୍ତୁ। ତିସ୍‌ ହଜାରୀ କୋର୍ଟଠାରେ ଓକିଲ ଏବଂ ପୁଲିସ୍‌ ମଧ୍ୟରେ ତୁମୂଳ କାଣ୍ଡକୁ ନେଇ କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଜାରି କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏହି ପିଟିସନ୍‌ ଦାୟର କରାଯିବ। ଗୋଲଚା କହିଛନ୍ତି, ତିସ୍‌ ହଜାରୀଠାରେ ଆହତଙ୍କୁ ଅତି କମ୍‌ରେ ୨୫ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ।

ଏହି ବିକ୍ଷୋଭ ଶନିବାର ଏବଂ ସୋମବାରର ଦୁଇ ଘଟଣାକୁ ନେଇ ତୀବ୍ର ହୋଇଥିଲେ। ପ୍ରଥମେ ପାର୍କିଂକୁ ନେଇ ଝାମେଲା ହେବା ପରେ ଡ୍ୟୁଟିରେ ଥିବା ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ହୋଇଥିଲା। ଏଥିରେ ୨୦ ଜଣ ପୁଲିସ୍‌ ଏବଂ ସଂଖ୍ୟାଧିକ ଓକିଲ ଆହତ ହୋଇଥିଲେ। ଏଥିରେ ଦିଲ୍ଲୀ ପୁଲିସ୍‌ ସହିତ ତାଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ। ଏପରିକି ଓଡ଼ିଶା ସମେତ ହରିଆଣା, ପଞ୍ଜାବ ଏବଂ ବିହାର ପୁଲିସ୍‌ ଆସୋସିଏସନ୍‌ରୁ ଏହି ଆନ୍ଦୋଳନକାରୀ ପୁଲିସ୍‌ଙ୍କ ପାଇଁ ସମର୍ଥନ ଆସିଥିଲା।
ଆଜି ଦିଲ୍ଲୀ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ, ଆନ୍ଦୋଳନକାରୀମାନଙ୍କ ସମସ୍ତ ଦାବି ପୂରଣ କରାଯିବ। ମଙ୍ଗଳବାର ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ୍‌ ସ୍ଥିତି ସମୀକ୍ଷା କରିବା ସହ କହିଥିଲେ ନିରପେକ୍ଷ ଭାବେ ନ୍ୟାୟ ପ୍ରଦାନ କରାଯିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story