ଦିଲ୍ଲୀ ମୁଖ୍ୟାଳୟ ସାମ୍ନାରେ ବିକ୍ଷୋଭ କଲେ ପୁଲିସ୍‌, କହିଲେ କିରଣ ବେଦୀ ମୁଖ୍ୟ ହେବା ଦରକାର

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍‌ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ନିଜ ଜିଦିରେ ଅଟଳ ରହିଛନ୍ତି। ବହୁ ଜନଗହଳି ପୂର୍ଣ୍ଣ ଏହି ରାସ୍ତାକୁ ୟୁନିଫର୍ମରେ ଏବଂ ସାଦା ପୋଷାକରେ ଥିବା ପୁଲିସ୍‌ ବନ୍ଦ ରଖିଛନ୍ତି। ସେମାନେ ଦାବି କରିଛନ୍ତି, ଗତ କିଛି ଦିନରେ ଯେଉଁ ଓକିଲମାନେ ହିଂସାକାଣ୍ଡରେ ଲିପ୍ତ ଅଛନ୍ତି ସେମାନଙ୍କ […]

Kiran Bedi

Kiran Bedi

Subrat Kumar Nayak
  • Published: Tuesday, 05 November 2019
  • Updated: 05 November 2019, 04:21 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍‌ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ନିଜ ଜିଦିରେ ଅଟଳ ରହିଛନ୍ତି। ବହୁ ଜନଗହଳି ପୂର୍ଣ୍ଣ ଏହି ରାସ୍ତାକୁ ୟୁନିଫର୍ମରେ ଏବଂ ସାଦା ପୋଷାକରେ ଥିବା ପୁଲିସ୍‌ ବନ୍ଦ ରଖିଛନ୍ତି। ସେମାନେ ଦାବି କରିଛନ୍ତି, ଗତ କିଛି ଦିନରେ ଯେଉଁ ଓକିଲମାନେ ହିଂସାକାଣ୍ଡରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ପୁଲିସ୍‌ କମିଶନର୍‌ ଏମାନଙ୍କୁ କାର୍ଯ୍ୟକୁ ଫେରିବାକୁ ଆହ୍ୱାନ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ପୁଲିସ୍‌ମାନେ ଆନ୍ଦୋଳନ ଥମିବା ଭଳି ପ୍ରତୀୟମାନ ହେଉନି। ତେବେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ପ୍ରସିଦ୍ଧ ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କୁ ଏହି ପୁଲିସ୍‌ମାନେ ମନେ ପକାଇଛନ୍ତି। ଏହି ପୁଲିସ୍‌ମାନେ ପ୍ଲାକାର୍ଡସବୁରେ କିରଣ ବେଦୀଙ୍କ ସମର୍ଥନରେ ଲେଖିଛନ୍ତି, ‘ୱି ନିଡ୍‌ ୟୁ’। ସେମାନେ ଏପରି କରି ପଟ୍ଟନାୟକଙ୍କଠାରୁ କିରଣ ବେଦୀଙ୍କ ପରି ସାହସ ଆଶା କରୁଛନ୍ତି। ସେମାନେ ସମ୍ଭବତଃ ଚାହୁଁଛନ୍ତି ଇନ୍ଦିରା ଗାନ୍ଧିଙ୍କ ସରକାରରେ କିରଣ ବେଦୀ ଯେଉଁଭଳି ସାହସିକତା ଦେଖାଇଥିଲେ, ବର୍ତ୍ତମାନର ପୁଲିସ୍‌ ମୁଖ୍ୟ ମଧ୍ୟ ସାହସ ଦେଖାନ୍ତୁ।

ପଟ୍ଟନାୟକ ପୁଲିସ୍‌ମାନଙ୍କୁ କହିଛନ୍ତି, “ଆମକୁ ଏକ ଶୃଙ୍ଖଳିତ ବାହିନୀ ପରି ବ୍ୟବହାର କରିବାକୁ ହେବ। ସରକାର ଏବଂ ଲୋକେ ଆମକୁ ଆଇନ ଶୃଙ୍ଖଳା କାଏମ ରଖିବା ନେଇ ଆଶା କରନ୍ତି। ଏହା ଆମର ସବୁଠାରୁ ବଡ଼ ଦାୟିତ୍ୱ। ମୁଁ ଆହ୍ୱାନ କରୁଛି ସମସ୍ତେ କାମକୁ ଫେରି ଆସନ୍ତୁ। ଗତ କିଛି ଦିନ ଆମ ପାଇଁ ପରୀକ୍ଷାର ସମୟ ହୋଇଛି। ଏକ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ମୁଁ ଅନୁରୋଧ କରୁଛି ପ୍ରକ୍ରିୟା ଉପରେ ବିଶ୍ୱାସ କରନ୍ତୁ।”

କଳା ବ୍ୟାଜ୍‌ ପିନ୍ଧି ବିକ୍ଷୋଭ କରୁଥିବା ଏବଂ ନାରାବାଜି କରୁଥିବା ପୁଲିସ୍‌ମାନଙ୍କୁ ବରିଷ୍ଠ ଅଧିକାରୀମାନେ ବୁଝାବାର ପ୍ରୟାସ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀ ପୁଲିସ୍‌ରେ ୮୦ ହଜାର ପୁଲିସ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story