ରାଜଧାନୀରେ ୪ ଦିନରେ ୪୫୮୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ ବେକାବୁ କରୋନା। ରବିବାର ୨୪ ଘଣ୍ଟା ମଧ୍ୟରେ ୧,୨୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀ ଦିଲ୍ଲୀରେ ୧୯,୮୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତକଙ୍କ ସଂଖ୍ୟା ୪୭୩ ଛୁଇଁଛି। ଏହା ପୂର୍ବରୁ ଲଗାତର ତିନି ହେବ ହଜାରେ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିଲେ। Delhi records highest single-day spike of 1,295 fresh coronavirus cases, takes tally to 19,844; death […]

corona-1

corona-1

Subhransu Sekhar
  • Published: Sunday, 31 May 2020
  • Updated: 31 May 2020, 10:53 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀରେ ବେକାବୁ କରୋନା। ରବିବାର ୨୪ ଘଣ୍ଟା ମଧ୍ୟରେ ୧,୨୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀ ଦିଲ୍ଲୀରେ ୧୯,୮୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତକଙ୍କ ସଂଖ୍ୟା ୪୭୩ ଛୁଇଁଛି। ଏହା ପୂର୍ବରୁ ଲଗାତର ତିନି ହେବ ହଜାରେ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିଲେ।

https://twitter.com/PTI_News/status/1267072445627854848

ଗୁରୁବାର ପ୍ରଥମ ଥର ପାଇଁ ଦିଲ୍ଲୀରେ ଗୋଟିଏ ଦିନରେ ୧୦୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଶୁକ୍ରବାର ୧,୧୦୬ ଜଣ ଓ ଶନିବାର ୧,୧୬୩ ଜଣ ଏବଂ ରବିବାର ୧,୨୯୫ ଜଣ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story