ରାଜଧାନୀରେ ୪ ଦିନରେ ୪୫୮୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀରେ ବେକାବୁ କରୋନା। ରବିବାର ୨୪ ଘଣ୍ଟା ମଧ୍ୟରେ ୧,୨୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀ ଦିଲ୍ଲୀରେ ୧୯,୮୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତକଙ୍କ ସଂଖ୍ୟା ୪୭୩ ଛୁଇଁଛି। ଏହା ପୂର୍ବରୁ ଲଗାତର ତିନି ହେବ ହଜାରେ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିଲେ।

ଗୁରୁବାର ପ୍ରଥମ ଥର ପାଇଁ ଦିଲ୍ଲୀରେ ଗୋଟିଏ ଦିନରେ ୧୦୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଶୁକ୍ରବାର ୧,୧୦୬ ଜଣ ଓ ଶନିବାର ୧,୧୬୩ ଜଣ ଏବଂ ରବିବାର ୧,୨୯୫ ଜଣ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଆସିଲା ଅମିତାଭଙ୍କ ୨୬ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ

ବିଜେପି ମନ୍ତ୍ରୀଙ୍କ ପୁଅକୁ ଅଟକାଇ ବଦଳି ହେବା ପରେ ଚାକିରି ଛାଡ଼ିଲେ କନଷ୍ଟେବଲ ସୁନୀତା

ବିଦ୍ରୋହ କରୁଥିଲେ ସଚିନ ପାଇଲଟଙ୍କ ବାପା, ହେଲେ କେବେ କଂଗ୍ରେସ ଛାଡ଼ି ନଥିଲେ

ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ, ଦଳ ଆଣିଲା ହତ୍ୟା ଅଭିଯୋଗ

ବିକାଶ ଦୁବେ ଘଟଣାରେ ଗିରଫ ପୁଲିସ୍ ଅଧିକାରୀଙ୍କୁ ଏନକାଉଣ୍ଟର ଭୟ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଗୋଟିଏ ଝଟକା, ସହଯୋଗୀଙ୍କ ଘରେ ଆଇଟି ରେଡ୍

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଜଣେ ପୁଲିସ୍ ଅଧିକାରୀ କଲେ ଏମିତି ଦାବି

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ନାବାଳିକାଙ୍କୁ ଦୁଷ୍କର୍ମ କରି ଖବରକାଗଜ ମାଲିକ ଗିରଫ

ମାସ୍କ ପିନ୍ଧାକୁ ନେଇ ବିବାଦ: ୧୯ ବର୍ଷୀୟ ଯୁବତୀଙ୍କୁ ହତ୍ୟା

ଏହି ଅଭିନେତାଙ୍କୁ କରୋନା, ଶୁଟିଂ ଚାଲିଥିବା ବେଳେ ଆସିଲା ଖବର

ମିଡିଆ ରିପୋର୍ଟକୁ ନେପାଳର ବିରୋଧ, ଭାରତକୁ ଦେଲା ଧମକ

ବିଜେପିରେ ମିଶିଲେ କଂଗ୍ରେସ ବିଧାୟକ, ଧାଡ଼ିରେ ଅଛନ୍ତି ଆଉ ୬