ପୁଲିସ୍‌କୁ ବନ୍ଧୁକ ଦେଖାଇ ଶାହରୁଖ୍‌ ଗିରଫ

ନୂଆଦିଲ୍ଲୀ: ଜାଫରାବାଦ୍‌-ମୌଜପୁର ଅଞ୍ଚଳରେ ଦିଲ୍ଲୀ ପୁଲିସ୍‌କୁ ବନ୍ଧୁକ ଦେଖାଇ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଶାହରୁଖ୍‌କୁ ପୁଲିସ୍‌ ଗିରଫ କରିଛି। ସେ ଏଭଳି ଭୟାତୁର ପରିସ୍ଥିତି ସୃଷ୍ଟି କରିବାର ଭିଡିଓ ଏବଂ ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ ପୁଲିସ୍‌ତକୁ ବନ୍ଧୁକ ଦେଖାଇଥିଲା। ତା’ର କାର୍ଯ୍ୟକଳାପ କେବଳ ଏତିକିରେ ଥମିନଥିଲା। ପ୍ରତିପକ୍ଷର ଢେଲାମାଡ଼ର ପ୍ରତିବାଦରେ ସେ ୮ ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲା। ମଙ୍ଗଳବାର ଉତ୍ତରପ୍ରଦେଶର ଶମିଲଠାରୁ ପୁଲିସ୍‌ ଶାହରୁଖ୍‌କୁ ଗିରଫ […]

shahrukh

shahrukh

Subrat Kumar Nayak
  • Published: Tuesday, 03 March 2020
  • Updated: 03 March 2020, 01:34 PM IST

Sports

Latest News

ନୂଆଦିଲ୍ଲୀ: ଜାଫରାବାଦ୍‌-ମୌଜପୁର ଅଞ୍ଚଳରେ ଦିଲ୍ଲୀ ପୁଲିସ୍‌କୁ ବନ୍ଧୁକ ଦେଖାଇ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଶାହରୁଖ୍‌କୁ ପୁଲିସ୍‌ ଗିରଫ କରିଛି। ସେ ଏଭଳି ଭୟାତୁର ପରିସ୍ଥିତି ସୃଷ୍ଟି କରିବାର ଭିଡିଓ ଏବଂ ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ ପୁଲିସ୍‌ତକୁ ବନ୍ଧୁକ ଦେଖାଇଥିଲା। ତା’ର କାର୍ଯ୍ୟକଳାପ କେବଳ ଏତିକିରେ ଥମିନଥିଲା। ପ୍ରତିପକ୍ଷର ଢେଲାମାଡ଼ର ପ୍ରତିବାଦରେ ସେ ୮ ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲା। ମଙ୍ଗଳବାର ଉତ୍ତରପ୍ରଦେଶର ଶମିଲଠାରୁ ପୁଲିସ୍‌ ଶାହରୁଖ୍‌କୁ ଗିରଫ କରିଛି।

ଏହା ପୂର୍ବରୁ ଯଦିଓ ଶାହରୁଖ୍‌କୁ ପୁଲିସ୍‌ ମାତ୍ର କିଛି ଦିନରେ ଗିରଫ କରିଥିବା କୁହାଯାଇଥିଲା, ପୁଲିସ୍‌ ପକ୍ଷରୁ କୁହାଯାଇଥିଲା ସେ ଫେରାର ଅଛି। ଏବେ କିନ୍ତୁ ଉତ୍ତରପ୍ରଦେଶର ଶମିଲରୁ ଶାହରୁଖ୍‌କୁ ପୁଲିସ୍‌ ଗିରଫ କରିପାରିଛି।

ଉତ୍ତରପୂର୍ବ ଦିଲ୍ଲୀରେ ଗତ ଫେବୃଆରୀ ୨୩ରୁ ଆରମ୍ଭ କରି ୨୫ ରାତି ଯାଏ ହିଂସା ଚାଲୁ ରହିଥିଲା। ଏହାପରେ ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସିଥିଲା। ଏପରିକି ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଦିଲ୍ଲୀ ପୁଲିସ୍‌ କନ୍‌ଷ୍ଟେବଲ ରତନ ଲାଲ ଏବଂ ଆଇବି ଅଧିକାରୀ ଅଙ୍କିତ ଶର୍ମା ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story