ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ଛୁଇଁଲା ୨୭, ଗିରଫ ୧୦୬

ନୂଆଦିଲ୍ଲୀ: ଦିଲ୍ଲୀର ନର୍ଥଇଷ୍ଟରେ ହୋଇଥିବା ହିଂସା ଘଟଣାରେ ଏଯାବତ ଦିଲ୍ଲୀ ପୁଲିସ ୧୮ଟି ଏତଲା ରୁଜୁ କରିଛି, ୧୦୬ ଜଣଙ୍କୁ ଗିରଫ କରିଛି। ଆଗକୁ ଏହି ହିଂସା ମାମଲାରେ ଅନେକ ଗିରଫ ହେବେ। ସିସିଟିଭି ଫୁଟେଜ ଆଧାରରେ ହିଂସାକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ରବିବାର ପାଖରୁ ଆରମ୍ଭ ହୋଇଥିବା ଏହି ହିଂସା ଘଟଣାରେ ଏଯାବତ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଦିଲ୍ଲୀ ପୁଲିସର ମୁଖପାତ୍ର ଏମଏସ ରନ୍ଧଓ୍ୱା ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ହିଂସାକାରୀଙ୍କୁ […]

DELHI VIOLENCE

DELHI VIOLENCE

Subhransu Sekhar
  • Published: Wednesday, 26 February 2020
  • Updated: 26 February 2020, 10:15 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ନର୍ଥଇଷ୍ଟରେ ହୋଇଥିବା ହିଂସା ଘଟଣାରେ ଏଯାବତ ଦିଲ୍ଲୀ ପୁଲିସ ୧୮ଟି ଏତଲା ରୁଜୁ କରିଛି, ୧୦୬ ଜଣଙ୍କୁ ଗିରଫ କରିଛି। ଆଗକୁ ଏହି ହିଂସା ମାମଲାରେ ଅନେକ ଗିରଫ ହେବେ। ସିସିଟିଭି ଫୁଟେଜ ଆଧାରରେ ହିଂସାକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ରବିବାର ପାଖରୁ ଆରମ୍ଭ ହୋଇଥିବା ଏହି ହିଂସା ଘଟଣାରେ ଏଯାବତ ୨୭ ଜଣଙ୍କର ମୃତ୍ୟୁ ଘଟିଛି।

ଆଜି ଦିଲ୍ଲୀ ପୁଲିସର ମୁଖପାତ୍ର ଏମଏସ ରନ୍ଧଓ୍ୱା ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ହିଂସାକାରୀଙ୍କୁ ଖୋଜିବା ପାଇଁ ପୁଲିସ ଡ୍ରୋନର ସାହାଯ୍ୟ ନେଉଛି। ହିଂସା ହୋଇଥିବା ସ୍ଥାନରେ ପୁଲିସ ମଧ୍ୟ କଡ଼ା ନଜର ରଖିଛି। ଯେଉଁ ଘରର ଛାତ ଉପରୁ ପଥର ଫିଙ୍ଗାଯାଉଥିବାର ପ୍ରମାଣ ମିଳିବ ସେହି ଘର ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେବ ବୋଲି ରନ୍ଧଓ୍ୱା କହିଛନ୍ତି।

ଏବେ ଦିଲ୍ଲୀର ସ୍ଥିତି ଶାନ୍ତ ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କାହାକୁ ଅସୁବିଧା ନହେବ ସେଥିପ୍ରତି ପୁଲିସ ଓ ପ୍ରଶାସନ ଯତ୍ନବାନ ରହିଛି। ଯିଏ ଅଭିଯୋଗ କରିବାକୁ ଚାହିଁବେ ସିଏ ୧୧୨କୁ ଫୋନ୍ କରି ଅଭିଯୋଗ ଦାୟର କରିପାରିବେ। ଏହାବାଦ୍ ୨୨୮୨୯୩୩୪ ଏବଂ ୨୨୮୨୯୩୩୫ ନମ୍ୱରକୁ କଲ୍ କରି ଅଭିଯୋଗ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story