ଦିଲ୍ଲୀ ହିଂସା: ଆପ୍ ନେତାଙ୍କ ଛାତ ଉପରୁ ମିଳିଲା ପଥର, ପେଟ୍ରୋଲ ବୋମା

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଓ ହୁସେନଙ୍କ ଘର ମଧ୍ୟରେ ଦୂରତା ଅଳ୍ପ ରହିଥିବାରୁ ଏବେ ହୁସେନ ବିବାଦରେ ଫସିଯାଇଛନ୍ତି। କାରଣ ହୁସେନଙ୍କ ଘର ଉପରୁ […]

TAHIR HUSSAIN AAP

TAHIR HUSSAIN AAP

Subhransu Sekhar
  • Published: Thursday, 27 February 2020
  • Updated: 27 February 2020, 03:54 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ଓ ହୁସେନଙ୍କ ଘର ମଧ୍ୟରେ ଦୂରତା ଅଳ୍ପ ରହିଥିବାରୁ ଏବେ ହୁସେନ ବିବାଦରେ ଫସିଯାଇଛନ୍ତି।

କାରଣ ହୁସେନଙ୍କ ଘର ଉପରୁ ବୋମା, ପଥର ଫିଙ୍ଗାଯାଉଥିବାର ଭିଡିଓ ଫୁଟେଜ ରହିଛି। ତେଣୁ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପଛରେ ଏହି ହୁସେନଙ୍କ ଘର ଛାତ ଉପରେ ଥିବା ହିଂସାକାରୀ ରହିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ବିବାଦ ଘେରକୁ ହୁସେନ ଆସିବା ପରେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି। ସେ କହିଛନ୍ତି, ହିଂସା ବେଳେ ନିଜେ ଘରେ ନଥିଲେ। ହିଂସା ପୂର୍ବରୁ ପୁଲିସ ତାଙ୍କୁ ଘରୁ ବାହାର କରି ଦେଇଥିଲା। ମୋର ଘର ଉପରୁ କିଏ ବୋମା ଫିଙ୍ଗୁଥିଲା ଜଣାନାହିଁ। ସାମ୍ନା ଘରୁ ମଧ୍ୟ ତାଙ୍କ ଘର ଉପରକୁ ପଥର ଫିଙ୍ଗାଯାଉଥିଲା ବୋଲି ହୁସେନ କହିଛନ୍ତି।

ତାହିର ହୁସେନଙ୍କ ସମର୍ଥନରେ ଏବେ ଆମ୍ ଆଦମୀ ପାର୍ଟି ବାହାରିଛି। ଦିଲ୍ଲୀ ପୁଲିସ ଉପରେ ଅଭିଯୋଗ ଆଣି ଆପ୍ କହିଛି, ପୁଲିସ ତାହିରଙ୍କ ଘରେ ୮ ଘଣ୍ଟା ବିଳମ୍ୱରେ ପହଞ୍ଚିଥିଲା। ଏହି ମାମଲାରେ ନିରପେକ୍ଷ ତଦନ୍ତ ହେବା ଦରକାର। ହୁସେନଙ୍କ ଘରେ ହିଂସାକାରୀ ପ୍ରବେଶ କରିବା ପରେ ପୁଲିସଙ୍କୁ ଅବଗତ କରାଯାଇଥିଲା। ହେଲେ ୮ ଘଣ୍ଟା ବିଳମ୍ୱରେ ପୁଲିସ ପହଞ୍ଚିବାକୁ ନେଇ ଆପ୍ ଏବେ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନ ଉଠାଇଛି।

ସୂଚନାଯୋଗ୍ୟ, ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ତାହିର ହୁସେନଙ୍କ ଘର ପାଖରେ ହୋଇଥିଲା। ଅଙ୍କିତଙ୍କ ହତ୍ୟା ପଛରେ ତାହିର ହୁସେନଙ୍କର ଭୂମିକା ରହିଛି ବୋଲି ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story