ଦିଲ୍ଲୀ ହିଂସାରେ ୩୫ ଜଣଙ୍କ ମୃତ୍ୟୁର କାରଣ ଖୁଲାସା କଲା ପୁଲିସ୍

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବରେ ହୋଇଥିବା ହିଂସାରେ ଏଯାବତ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଶୁକ୍ରବାର ଦିଲ୍ଲୀ ପୁଲିସ ୩୫ ମୃତକଙ୍କ କାରଣ ବାବଦରେ ସୂଚନା ଦେଇଛି। ୨୨ ଜଣଙ୍କର ମୃତ୍ୟୁ ପଥର ମାଡ଼ରେ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଗୁଳିରେ ହୋଇଛି ବୋଲି ପୁଲିସ କହିଛି। ପୁଲିସର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଯାଏ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ଅଧିକାଂଶ ୨୦ରୁ ୩୦ ମଧ୍ୟରେ ରହିଛି ବୋଲି ଦିଲ୍ଲୀ ପୁଲିସ କହିଛି। […]

delhi violence

delhi violence

Subhransu Sekhar
  • Published: Saturday, 29 February 2020
  • Updated: 29 February 2020, 01:34 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବରେ ହୋଇଥିବା ହିଂସାରେ ଏଯାବତ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଶୁକ୍ରବାର ଦିଲ୍ଲୀ ପୁଲିସ ୩୫ ମୃତକଙ୍କ କାରଣ ବାବଦରେ ସୂଚନା ଦେଇଛି। ୨୨ ଜଣଙ୍କର ମୃତ୍ୟୁ ପଥର ମାଡ଼ରେ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଗୁଳିରେ ହୋଇଛି ବୋଲି ପୁଲିସ କହିଛି।

ପୁଲିସର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଯାଏ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ଅଧିକାଂଶ ୨୦ରୁ ୩୦ ମଧ୍ୟରେ ରହିଛି ବୋଲି ଦିଲ୍ଲୀ ପୁଲିସ କହିଛି। ତେବେ ହସ୍ପିଟାଲ କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏଯାବତ ୪୧ ଜଣଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଲେ ଆଲୋକ ତିଓ୍ୱାରୀ (୩୨), ମୋହସିନ (୨୫), ଅଙ୍କିତ ଶର୍ମା (ଆଇବି ଅଧିକାରୀ, ୨୬), ଅସଫାକ ହୁସେନ (ବୟସ ଜଣାପଡ଼ିନି), ଦିଲବର ସିଂହ ନେଗୀ (୨୧), ମହରୁଫ ଅଲ୍ଲୀ (୩୨), ମେହତାବ (୨୨), ଜାକିର (୨୪), ଦୀପକ କୁମାର(୩୪, ଛୁରୀରେ ଆଘାତ ଲାଗି), ସଲମାନ (୨୪)। ସେହିପରି ଅମନ (୧୮), ଦିନେଶ (୩୫), ରତନ ଲାଲ (୪୨, ହେଡ କନେଷ୍ଚବଳ), ଇସ୍ତୟାକ (୨୪), ମହମ୍ମଦ ମୁବାରକ ହୁସେନ (୨୮), ମହମ୍ମଦ ମୁଦସ୍ସର (୩୦), ପ୍ରବେଶ (୪୮), ରାହୁଲ ସୋଲଙ୍କୀ(୨୬), ବୀର ଭାନ୍ (୫୦), ମହମ୍ମଦ ଫୁରକାନ (୩୦), ଶାଦ ମହମ୍ମଦ (୩୫)।

ତେବେ ମଙ୍ଗଳବାର ପୂର୍ବରୁ ମୃତ୍ୟୁ ବରଣ କରିଥିବା ରାହୁଲ ଠାକୁର, ଫୌଜାନ, ନିକିନ ଏବଂ ବିନୋଦଙ୍କ ମୃତ୍ୟ ପଛର କାରଣ ସ୍ପଷ୍ଟ କରିନି। ଦିଲ୍ଲୀ ହିଂସା ମାମଲାରେ ପୁଲିସ ୧୨୩ଟି ଏଫଆଇଆର ରୁଜୁ କରିଥିବା ସୂଚନା ରହିଥିବା ବେଳେ ୧୦୦ ଜଣଙ୍କୁ ଗିରଫ କରିଥିବା ବେଳେ ୫୩୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story