ବିମୁଦ୍ରାକରଣ ନିଷ୍ପତ୍ତି ଗରିବଙ୍କ ଉପରେ ସବୁଠାରୁ ବଡ଼ ଆକ୍ରମଣ: ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ: ବିମୁଦ୍ରାକରଣକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମ। ବିମୁଦ୍ରାକରଣ ନିଷ୍ପତ୍ତି ଗରିବଙ୍କ ଉପରେ ସବୁଠାରୁ ବଡ଼ ଆକ୍ରମଣ ଏବଂ ଏଭଳି ଯନ୍ତ୍ରଣା ଜାତୀୟ ବିପତ୍ତିଠାରୁ କମ୍‌ ନୁହେଁ ବୋଲି ଚିଦାମ୍ବରମ୍‌ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନୂଆ ୨୦୦୦ଟଙ୍କିଆ ନୋଟ୍‌ ଜବତ କରାଯାଇଛି, ଯାହା ଚଳିତବର୍ଷର ସବୁଠାରୁ ବଡ଼ ଦୁର୍ନୀତି ବୋଲି ସେ କହିଛନ୍ତି। ଲୋକମାନେ ବ୍ୟାଙ୍କ ଓ ଏଟିଏମ୍‌ରେ ଟଙ୍କା ପାଇବାରେ ହଇରାଣ ହେଉଥିବା […]

demonetisation

demonetisation

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 03:55 PM IST

Sports

Latest News

ନୂଆଦିଲ୍ଲୀ: ବିମୁଦ୍ରାକରଣକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମ। ବିମୁଦ୍ରାକରଣ ନିଷ୍ପତ୍ତି ଗରିବଙ୍କ ଉପରେ ସବୁଠାରୁ ବଡ଼ ଆକ୍ରମଣ ଏବଂ ଏଭଳି ଯନ୍ତ୍ରଣା ଜାତୀୟ ବିପତ୍ତିଠାରୁ କମ୍‌ ନୁହେଁ ବୋଲି ଚିଦାମ୍ବରମ୍‌ କହିଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନୂଆ ୨୦୦୦ଟଙ୍କିଆ ନୋଟ୍‌ ଜବତ କରାଯାଇଛି, ଯାହା ଚଳିତବର୍ଷର ସବୁଠାରୁ ବଡ଼ ଦୁର୍ନୀତି ବୋଲି ସେ କହିଛନ୍ତି। ଲୋକମାନେ ବ୍ୟାଙ୍କ ଓ ଏଟିଏମ୍‌ରେ ଟଙ୍କା ପାଇବାରେ ହଇରାଣ ହେଉଥିବା ବେଳେ ଏହି ଲୋକମାନେ କିଭଳି ଏତେ ପରିମାଣର ନୋଟ୍‌ ପାଉଛନ୍ତି ବୋଲି ଚିଦାମ୍ବରମ୍‌ ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ବିମୁଦ୍ରାକରଣ ଯୋଗୁଁ ଗାଁ ମଣ୍ଡି ବନ୍ଦ ହୋଇଯାଇଛି। ଏହାର ପ୍ରଭାବ ଚାଷୀଙ୍କ ଉପରେ ଅଧିକ ପଡିଛି।”

ଚିଦାମ୍ବରମଙ୍କ ମତରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଭେଙ୍କିୟା ନାଇଡୁ କହିଛନ୍ତି, “ବାହାରେ ନୁହେଁ ସଂସଦରେ ପରାମର୍ଶ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story