ବ୍ୟାଙ୍କ ବୁଡ଼ିଗଲେ ଜମାକାରୀ ସର୍ବାଧିକ କେତେ ଟଙ୍କା ପାଇବେ?

ନୂଆଦିଲ୍ଲୀ: ଟଙ୍କା ସୁରକ୍ଷିତ ରଖିବାକୁ ଯାଇ ଲୋକମାନେ ବ୍ୟାଙ୍କରେ ଟଙ୍କା ରଖନ୍ତି। ହେଲେ ଏହି ବ୍ୟାଙ୍କ ଯଦି ବୁଡ଼ିଯାଏ ତାହେଲେ ଜମାକାରୀ କେତେ ଟଙ୍କା ବୀମା ସଦୃଶ ଫେରି ପାଇବେ? ନିକଟରେ ପିଏମସି ବ୍ୟାଙ୍କରେ ଅନିୟମିତତା ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆର୍ଥିକ ପ୍ରତିବନ୍ଧକ ଲଗାଇବା ପରେ ଜମାକାରୀମାନେ ଜମା ଟଙ୍କା ବାହାର କରିବାରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଆରଟିଆଇ ଜରିଆରେ ଜଣେ ପ୍ରଶ୍ନ କରିଥିଲେ ଯାହାର ଜବାବ ଭାରତୀୟ […]

rbi-1..

rbi-1..

Subhransu Sekhar
  • Published: Tuesday, 03 December 2019
  • Updated: 03 December 2019, 06:49 PM IST

ନୂଆଦିଲ୍ଲୀ: ଟଙ୍କା ସୁରକ୍ଷିତ ରଖିବାକୁ ଯାଇ ଲୋକମାନେ ବ୍ୟାଙ୍କରେ ଟଙ୍କା ରଖନ୍ତି। ହେଲେ ଏହି ବ୍ୟାଙ୍କ ଯଦି ବୁଡ଼ିଯାଏ ତାହେଲେ ଜମାକାରୀ କେତେ ଟଙ୍କା ବୀମା ସଦୃଶ ଫେରି ପାଇବେ? ନିକଟରେ ପିଏମସି ବ୍ୟାଙ୍କରେ ଅନିୟମିତତା ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆର୍ଥିକ ପ୍ରତିବନ୍ଧକ ଲଗାଇବା ପରେ ଜମାକାରୀମାନେ ଜମା ଟଙ୍କା ବାହାର କରିବାରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଆରଟିଆଇ ଜରିଆରେ ଜଣେ ପ୍ରଶ୍ନ କରିଥିଲେ ଯାହାର ଜବାବ ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟକ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ଦେଇଛି। ଏହି ଡିଆଇସିଜିସି ସମସ୍ତ ଘରୋଇ, ବ୍ୟବସାୟିକ, ଗ୍ରାମ୍ୟ ବ୍ୟାଙ୍କ ଓ ବିଦେଶୀ ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ଫେରାଇବାର ଦାୟିତ୍ୱ ନେଇଥାଏ।

ଜମାକାରୀ ଯେତେ ଟଙ୍କା ରଖିଥାନ୍ତୁନା କାହିଁକି ବିମା ସଦୃଶ ମାତ୍ର ୧ ଲକ୍ଷ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଡିଆଇସିଜିସି କହିଛି। ୧୯୬୧ ଡିଆଇସିଜିସି ଆଇନର ଧାରା ୧୬(୧) ଅନୁଯାୟୀ ଯଦି ବ୍ୟାଙ୍କ ବ୍ୟବସାୟିକ ଦୃଷ୍ଟିରୁ ବିଫଳ ହୁଏ ତାହେଲେ ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହେବ। ଏହାପରେ ଡିଆଇସିଜିସି ପ୍ରତ୍ୟେକ ଜମାକାରୀଙ୍କୁ ଜମା ରାଶି ଅନୁଯାୟୀ ସର୍ବାଧିକ ବୀମା ରାଶି ୧ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଯେଉଁଥିରେ ଉଭୟ ଜମା ରାଶି ଏବଂ ଋଣ ଅନ୍ତର୍ଭୁକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story