ସୁପ୍ରିମକୋର୍ଟରେ ଫଡ଼ନାଭିସ ନିରାଶ, ଚାଲିବ ମିଥ୍ୟା ସତ୍ୟପାଠ ମାମଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଜୋରଦାର ଝଟକା ଲାଗିଛି। ୨୦୧୪ ମିଥ୍ୟା ନିର୍ବାଚନୀ ସତ୍ୟପାଠ ମାମଲାରେ ତାଙ୍କ ବିରୋଧରେ ମାମଲା ଚାଲିବ ବୋଲି ଆଜି ସୁପ୍ରିମକୋର୍ଟ ପୁଣିଥରେ ନିର୍ଦ୍ଦେଶ ଦେଇଛନ୍ତି। ସେ ୨୦୧୪ ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠ ଭୁଲ ଥିଲା ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ତେବେ ଏହାକୁ ପୁନଃ ସମୀକ୍ଷା କରିବାକୁ ଫଡ଼ନାଭିସ ନିବେଦନ କରିଥିଲେ। […]

f

f

Hemant Lenka
  • Published: Tuesday, 03 March 2020
  • Updated: 03 March 2020, 05:04 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଜୋରଦାର ଝଟକା ଲାଗିଛି। ୨୦୧୪ ମିଥ୍ୟା ନିର୍ବାଚନୀ ସତ୍ୟପାଠ ମାମଲାରେ ତାଙ୍କ ବିରୋଧରେ ମାମଲା ଚାଲିବ ବୋଲି ଆଜି ସୁପ୍ରିମକୋର୍ଟ ପୁଣିଥରେ ନିର୍ଦ୍ଦେଶ ଦେଇଛନ୍ତି। ସେ ୨୦୧୪ ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠ ଭୁଲ ଥିଲା ବୋଲି ଅଭିଯୋଗ ହୋଇଛି।

ଏଥିପାଇଁ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ତେବେ ଏହାକୁ ପୁନଃ ସମୀକ୍ଷା କରିବାକୁ ଫଡ଼ନାଭିସ ନିବେଦନ କରିଥିଲେ। ହେଲେ ଏହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ମିଥ୍ୟା ସତ୍ୟପାଠ ମାମଲାରେ ନାଗପୁରର ଏକ କୋର୍ଟ ତାଙ୍କୁ ସମନ କରିଥିଲେ। ତାଙ୍କ ନାଁରେ ୧୯୯୬ ଓ ୧୯୯୯ରେ ଦୁଇଟି ମାମଲା ରୁଜୁ ହୋଇଥିଲା।

ହେଲେ ସେ ସେ ସତ୍ୟପାଠରେ ଏବିଷୟରେ ଉଲ୍ଲେଖ କରି ନଥିବା ଅଭିଯୋଗ ହୋଇଛି। ଗତବର୍ଷ ଜଣେ ଓକିଲ ଫଡ଼ନାଭିସଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ନିବେଦନ କରିଥିଲେ। ସତୀଶ ଉକେ ନାମକ ଏହି ଓକିଲ ଜଣଙ୍କ ଏଭଳି ଆବେଦନକୁ ପ୍ରଥମେ ତଳ କୋର୍ଟ ଓ ପରେ ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।

ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପୁଣିଥରେ ତଳ କୋର୍ଟରେ ଆବେଦନ କରିବାକୁ କହିଥିଲେ। ତଳ କୋର୍ଟ ଏହାର ବିଚାର କରି ଫଡ଼ନାଭିସଙ୍କୁ ସମନ କରିଥିଲେ। ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଫଡ଼ନାଭିସ ଆବେଦନ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story