ସନ୍ନିଙ୍କ ଉପରେ ଧର୍ମେନ୍ଦ୍ର ଖପ୍ପା!

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ବିଜେପି ଟିକେଟ୍‌ରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଏହାକୁ ନେଇ ତାଙ୍କ ବାପା ତଥା ଭେଟେରାନ୍ ଆକ୍ଟର ଓ ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ସନ୍ନି ଗୁରୁଦାସପୁରରୁ ପ୍ରାର୍ଥୀ ହେବେ ବୋଲି ଯଦି ମୁଁ ଆଗରୁ ସୂଚନା ପାଇଥାଆନ୍ତି, ତା’ହେଲେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରି ଥାଆନ୍ତି। କାରଣ ଏଠାରୁ କଂଗ୍ରେସ ସୁନୀଲ ଜାଖଡ଼ଙ୍କୁ ପ୍ରାର୍ଥୀ କରିଛି। […]

dharmendra sunny deol

dharmendra sunny deol

Subhransu Sekhar
  • Published: Monday, 13 May 2019
  • Updated: 13 May 2019, 02:01 PM IST

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ବିଜେପି ଟିକେଟ୍‌ରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଏହାକୁ ନେଇ ତାଙ୍କ ବାପା ତଥା ଭେଟେରାନ୍ ଆକ୍ଟର ଓ ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି,“ସନ୍ନି ଗୁରୁଦାସପୁରରୁ ପ୍ରାର୍ଥୀ ହେବେ ବୋଲି ଯଦି ମୁଁ ଆଗରୁ ସୂଚନା ପାଇଥାଆନ୍ତି, ତା’ହେଲେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରି ଥାଆନ୍ତି। କାରଣ ଏଠାରୁ କଂଗ୍ରେସ ସୁନୀଲ ଜାଖଡ଼ଙ୍କୁ ପ୍ରାର୍ଥୀ କରିଛି। ସୁନୀଲ ଜାଖଡ଼ଙ୍କ ସହିତ ଆମର ପାରିବାରିକ ସଂପର୍କ ରହିଛି। ତାଙ୍କ ବାପା ବଲରାମ ଜାଖଡ଼ଙ୍କ ସହିତ ମୋର ବ୍ୟକ୍ତିଗତ ସଂପର୍କ ବହୁତ ଭଲ ଥିଲା।”

ଧର୍ମେନ୍ଦ୍ର କହିଛନ୍ତି,“ସୁନୀଲ ଏକ ରାଜନୀତିକ ପରିବାରରୁ ଆସିଥିବାରୁ ସନ୍ନିଙ୍କ ତୁଳନାରେ ବେଶ୍ ଭଲ ଭାଷଣ ଦେଇପାରିବେ।” ଅନ୍ୟପକ୍ଷରେ ସନ୍ନି ମଧ୍ୟ ପୂର୍ବରୁ ସ୍ୱୀକାର କରିଥିଲେ ଯେ ସେ ରାଜନୀତିରେ ନୂଆ, କିନ୍ତୁ ଦେଶପ୍ରେମୀ। ପଞ୍ଜାବ ଓ ଦେଶକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ସେ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଥିଲେ।

ମେ’ ୧୯ରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଗୁରୁଦାସପୁର ଲୋକସଭା ଆସନ ପାଇଁ ମତଦାନ ହେବ।

ଗୁରୁଦାସପୁର ଆସନ ବିଜେପିର ଗଡ଼ ଭାବେ ପରିଚିତ। ୧୯୯୮ରୁ ୨୦୦୯ ଓ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଏହା ବିଜେପି କବଜାରେ ଥିଲା। ସ୍ୱର୍ଗତ ବିନୋଦ ଖାନ୍ନା ଏଠାରୁ ଲଗାତାର ନିର୍ବାଚନ ଜିତିଥିଲେ। ୨୦୦୯ରେ ସେ ହାରିଯାଇଥିଲେ। କିନ୍ତୁ ୨୦୧୪ରେ ପୁଣି ଜିତିଥିଲେ। ୨୦୧୭ରେ ତାଙ୍କର ପରଲୋକ ହୋଇଥିଲା। ତା’ପରେ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼ ବିଜୟୀ ହୋଇଥିଲେ। ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ। ସେ ବିଜେପି ଟିକେଟ୍‌ରେ ରାଜସ୍ଥାନର ବିକାନେରୁ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story