ସର୍ଜରୀ ପରେ ଆଜି ଦିଲ୍ଲୀ  ଫେରିପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗଳା ସର୍ଜରୀ ପରେ ଆଜି ଦିଲ୍ଲୀ ଫେରିବାର ସମ୍ଭାବନା ରହିଛି। ଏବେ ତାଙ୍କୁ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କରିବା ସହ କିଛିଦିନ ଅଳ୍ପ କଥା କହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଆଜି ସକାଳେ ଟ୍ୱିଟ୍ କରି କ୍ରେଜିୱାଲ କହିଛନ୍ତି,“ହସପିଟାଲୁ ଡିସଚାର୍ଜ ହୋଇଛି। ମୋ ଗଳା ସର୍ଜରୀ କରିଥିବା ଡାକ୍ତରଙ୍କୁ ମୁଁ କୃତଜ୍ଞତା ଜଣାଉଛି।”

କେଜ୍ରିୱାଲ ଆଜି ଦିଲ୍ଲୀ ଫେରୁଥିବା ଶୁଣିବା ପରେ ଦଳୀୟ ନେତା ବହୁତ ଖୁସି ଅଛନ୍ତି। ୧୩ ସେପ୍ଟେମ୍ବରରେ ଗଳା ସର୍ଜରୀ ପାଇଁ ବେଙ୍ଗାଲୁର ଯାଇଥିଲେ।

ଏହାସହ ଫିନ୍‌ଲ୍ୟାଣ୍ଡ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଆଜି ଦିଲ୍ଲୀ ଫେରିଥିବା ଟ୍ୱିଟ୍‌ କରି କହିଛନ୍ତି।

ଆହୁରି ପଢ଼ନ୍ତୁ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୯ ମୃତ, ମୃତକଙ୍କ ମଧ୍ୟରେ ୨ ପାଇଲଟ୍‌

୩୦ ଫୁଟ ତଳକୁ ଖସି ଦୁଇ ଖଣ୍ଡ ହେଲା ଏୟାର ଇଣ୍ଡିଆ ବିମାନ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ଦୁଇ ପାଇଲଟ ମୃତ!

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା

ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ

ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ: ଭୂସ୍ଖଳନ ଯୋଗୁ ଗଲାଣି ୧୫ ଜୀବନ

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ୟୁପିଏସ୍‌ସିର ଅଧ୍ୟକ୍ଷ ହେଲେ ପ୍ରଫେସର ପ୍ରଦୀପ କୁମାର ଯୋଶୀ

ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍