ସର୍ଜରୀ ପରେ ଆଜି ଦିଲ୍ଲୀ  ଫେରିପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗଳା ସର୍ଜରୀ ପରେ ଆଜି ଦିଲ୍ଲୀ ଫେରିବାର ସମ୍ଭାବନା ରହିଛି। ଏବେ ତାଙ୍କୁ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କରିବା ସହ କିଛିଦିନ ଅଳ୍ପ କଥା କହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଆଜି ସକାଳେ ଟ୍ୱିଟ୍ କରି କ୍ରେଜିୱାଲ କହିଛନ୍ତି,“ହସପିଟାଲୁ ଡିସଚାର୍ଜ ହୋଇଛି। ମୋ ଗଳା ସର୍ଜରୀ କରିଥିବା ଡାକ୍ତରଙ୍କୁ ମୁଁ କୃତଜ୍ଞତା ଜଣାଉଛି।” କେଜ୍ରିୱାଲ ଆଜି ଦିଲ୍ଲୀ ଫେରୁଥିବା ଶୁଣିବା ପରେ ଦଳୀୟ ନେତା ବହୁତ ଖୁସି ଅଛନ୍ତି। […]

kejriwal

Rakesh Mallick
  • Published: Sunday, 18 September 2016
  • , Updated: 19 September 2016, 01:37 PM IST

ନୂଆଦିଲ୍ଲୀ:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗଳା ସର୍ଜରୀ ପରେ ଆଜି ଦିଲ୍ଲୀ ଫେରିବାର ସମ୍ଭାବନା ରହିଛି। ଏବେ ତାଙ୍କୁ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କରିବା ସହ କିଛିଦିନ ଅଳ୍ପ କଥା କହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଆଜି ସକାଳେ ଟ୍ୱିଟ୍ କରି କ୍ରେଜିୱାଲ କହିଛନ୍ତି,“ହସପିଟାଲୁ ଡିସଚାର୍ଜ ହୋଇଛି। ମୋ ଗଳା ସର୍ଜରୀ କରିଥିବା ଡାକ୍ତରଙ୍କୁ ମୁଁ କୃତଜ୍ଞତା ଜଣାଉଛି।”

କେଜ୍ରିୱାଲ ଆଜି ଦିଲ୍ଲୀ ଫେରୁଥିବା ଶୁଣିବା ପରେ ଦଳୀୟ ନେତା ବହୁତ ଖୁସି ଅଛନ୍ତି। ୧୩ ସେପ୍ଟେମ୍ବରରେ ଗଳା ସର୍ଜରୀ ପାଇଁ ବେଙ୍ଗାଲୁର ଯାଇଥିଲେ।

ଏହାସହ ଫିନ୍‌ଲ୍ୟାଣ୍ଡ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଆଜି ଦିଲ୍ଲୀ ଫେରିଥିବା ଟ୍ୱିଟ୍‌ କରି କହିଛନ୍ତି।

Related story