ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଧୋନୀଙ୍କ ଝିଅ ଜୀଭାଙ୍କ ଭିଡିଓ; କ’ଣ କରୁଛନ୍ତି ଦେଖିନିଅନ୍ତୁ

Ordigital Desk
  • Published: Thursday, 15 June 2017
  • , Updated: 15 June 2017, 10:59 AM IST
<p>ନୂଆଦିଲ୍ଲୀ: &nbsp;ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀ ଏବେ ସୋସିଆଲ୍ ମିଡିଆରେ ପୂରା ଆକ୍ଟିଭ୍ ରହୁଛନ୍ତି। ଅନେକ ସମୟରେ ସେ ତାଙ୍କ ଝିଅ ଜୀଭାଙ୍କ ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ବୁଧବାର ସେ ଜୀଭା ପିଆନୋ ବଜାଉଥିବାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟି ଏବେ ଭାଇରାଲ ହୋଇଯାଇଛି।</p> <p>ଆପଣମାନେ ବି ଦେଖି ନିଅନ୍ତୁ ଜୀଭା କେମିତି ବଜାଉଛନ୍ତି ପିଆନୋ।</p> <p>&amp;nbsp;</p> <p>&amp;nbsp;</p>

Related story