ଭଲ ଖବର ଅଛି, ଭାବୁଛି ଭାରତ-ପାକ୍‌ ବିବାଦର ଅନ୍ତ ହେବ: ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଫେବୃଆରୀ ୧୪ ପୁଲ୍‌ୱାମା ଆକ୍ରମଣ ପରେ ଉଗ୍ର ରୂପ ଧାରଣ କରିଥିବା ଭାରତ ପାକିସ୍ତାନ ସମ୍ପର୍କରେ ଖୁବ ଶୀଘ୍ର ସୁଧାର ଆସିବ। ଭିଏତ୍‌ନାମଠାରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା ପରେ ଟ୍ରମ୍ପ କହିଥିଲେ, ମୁଁ ଭାବୁଛି ଆମ ପାଖରେ ପାକିସ୍ତାନ ଏବଂ ଭାରତ ବିଷୟରେ ଏକ ପ୍ରକାର ଆକର୍ଷଣୀୟ ଖବର ଅଛି। ମୁଁ ଭାବୁଛି ଏହି ବିବାଦର ଖୁବ୍‌ ଶୀଘ୍ର ଅନ୍ତ ଘଟିବ। ସେ […]

trump

trump

Subrat Kumar Nayak
  • Published: Thursday, 28 February 2019
  • Updated: 28 February 2019, 02:58 PM IST

Sports

Latest News

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଫେବୃଆରୀ ୧୪ ପୁଲ୍‌ୱାମା ଆକ୍ରମଣ ପରେ ଉଗ୍ର ରୂପ ଧାରଣ କରିଥିବା ଭାରତ ପାକିସ୍ତାନ ସମ୍ପର୍କରେ ଖୁବ ଶୀଘ୍ର ସୁଧାର ଆସିବ।

ଭିଏତ୍‌ନାମଠାରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା ପରେ ଟ୍ରମ୍ପ କହିଥିଲେ, ମୁଁ ଭାବୁଛି ଆମ ପାଖରେ ପାକିସ୍ତାନ ଏବଂ ଭାରତ ବିଷୟରେ ଏକ ପ୍ରକାର ଆକର୍ଷଣୀୟ ଖବର ଅଛି। ମୁଁ ଭାବୁଛି ଏହି ବିବାଦର ଖୁବ୍‌ ଶୀଘ୍ର ଅନ୍ତ ଘଟିବ।

ସେ ଆହୁରି ମଧ୍ୟ କହିଥିଲେ, ଆମେରିକା, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରୟାସ କରୁଛି ଏବଂ ଅଟକାଇବାକୁ ଚାହୁଁଛି। ବହୁତ ଦିନ ହେଲା ଏହା ଚାଲୁ ରହିଛି, ଯେଉଁଥିରେ ଅନ୍ତ ଘଟିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story