‘ଓ୍ୱି ଲଭ୍ ଇଣ୍ଡିଆ’ କହି ଅଭିଭାଷଣ ସାରିଲେ ଟ୍ରମ୍ପ

ଅହମଦାବାଦ: ‘ଗଡ୍ ବ୍ଲେସ ଇଣ୍ଡିଆ, ଗଡ ବ୍ଲେସ ଆମେରିକା ଏବଂ ଓ୍ୱି ଲଭ୍ ଇଣ୍ଡିଆ’ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଏହାଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର ଶେଷ ଧାଡ଼ି। ନିଜ ଅଭିଭାଷଣରେ ଭାରତର ସଂସ୍କୃତି, ବିବିଧତା, ଜ୍ଞାନ ଆଦିକୁ ମନଖୋଲି ପ୍ରଶଂସା କରିଛନ୍ତି ଟ୍ରମ୍ପ। ଏହାବାଦ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶର ନେତା ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ନେତା ଡୋନାଲ୍ଡ ଟ୍ରମ୍ପଙ୍କ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଉଦବୋଧନ ଦେବା ବେଳେ […]

donald trump

donald trump

Subhransu Sekhar
  • Published: Monday, 24 February 2020
  • Updated: 24 February 2020, 05:09 PM IST

Sports

Latest News

ଅହମଦାବାଦ: 'ଗଡ୍ ବ୍ଲେସ ଇଣ୍ଡିଆ, ଗଡ ବ୍ଲେସ ଆମେରିକା ଏବଂ ଓ୍ୱି ଲଭ୍ ଇଣ୍ଡିଆ' ଅହମଦାବାଦର ମୋଟେରା ଷ୍ଟାଡିୟମରେ ଏହାଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର ଶେଷ ଧାଡ଼ି। ନିଜ ଅଭିଭାଷଣରେ ଭାରତର ସଂସ୍କୃତି, ବିବିଧତା, ଜ୍ଞାନ ଆଦିକୁ ମନଖୋଲି ପ୍ରଶଂସା କରିଛନ୍ତି ଟ୍ରମ୍ପ। ଏହାବାଦ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶର ନେତା ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ନେତା ଡୋନାଲ୍ଡ ଟ୍ରମ୍ପଙ୍କ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି।

ଟ୍ରମ୍ପ ଉଦବୋଧନ ଦେବା ବେଳେ ମୋଦୀଙ୍କୁ ଜଣେ ଚା ବାଲା ବୋଲି କହିଥିଲେ। ଆଉ ଏହାପରେ ନିଜର ଅଭିଭାଷଣ ରୋକି ମୋଦୀଙ୍କ ସହ ହାତ ମିଳାଇଥିଲେ। ଟ୍ରମ୍ପଙ୍କ ଏଭଳି ଦୋସ୍ତିର ଶୈଳୀକୁ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ମୋଦୀ..ମୋଦୀ ନାରା ଦେଇଥିଲେ।

ଏଭଳି ଆତିଥ୍ୟ ସବୁଦିନ ପାଇଁ ମନେ ରହିବ। ଆମେରିକାର ହୃଦୟରେ ଭାରତର ଗୋଟିଏ ସ୍ଥାନ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଚା’ ବିକାଳି ଭାବରେ କାମ କରିଛନ୍ତି। ସମସ୍ତେ ମୋଦୀଙ୍କୁ ଭଲ ପାଆନ୍ତି, ହେଲେ ମୋଦୀ ଜଣେ ଅନୁଶାସନ ପ୍ରିୟ। ମୋଦୀଙ୍କ ନେତୃତ୍ୱରେ ଭାରତ ଦୃତ ଗତିରେ ଆଗକୁ ଯାଉଛି ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହି ଅବସରରେ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ ଟ୍ରମ୍ପ। ବିବିଧତା ସତ୍ତ୍ୱେ ଭାରତ ଏକତାର ବାର୍ତ୍ତା ଦିଏ ବୋଲି ସେ କହିଛନ୍ତି।

ଏହାବ୍ୟତୀତ ନିଜ ଅଭିଭାଷଣରେ ଟ୍ରମ୍ପ ଦିପାବଳୀ, ହୋଲି, ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ବଲିଉଡ ଫିଲ୍ନ ‘ଦିଲଓ୍ୱାଲେ ଦୁଲହନିଆ ଲେ ଜାଏଗେଁ’ ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ।

ଭାରତ ଏବଂ ଆମେରିକାର ଦୋସ୍ତି ଏହା ପୂର୍ବରୁ ଏତେଟା ମଜଭୁତ ହୋଇନଥିଲା। ଆମେ ଭାରତର ଲୋକଙ୍କୁ ପସନ୍ଦ କରୁ। ଏଠିକାର ଲୋକମାନେ ସ୍ନେହୀ। ଭାରତ ଜ୍ଞାନର ଧରିତ୍ରୀ, ଏଠିକାର ସଂସ୍କୃତି ମହାନ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସର୍ବୋତ୍ତମ ମଧ୍ୟସ୍ଥି, ତାଙ୍କ ସହିତ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ଟ୍ରେଡ୍ ଡିଲ୍ କରିବା ପାଇଁ ଆଗକୁ ବଢ଼ୁଛୁ ବୋଲି ସେ କହିଛନ୍ତି।

ଟ୍ରମ୍ପ ଆହୁରି କହିଛନ୍ତି, ଆମେ ମହାତ୍ମା ଗାନ୍ଧୀଙ୍କର ବହୁତ ଆଦର ସମ୍ମାନ କରୁ। ଆସନ୍ତାକାଲି ଦିଲ୍ଲୀର ରାଜଘାଟ ଯାଇ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଉପସ୍ଥିତ ରହିବା ବେଳେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହେବ। ‘ଗଡ୍ ବ୍ଲେସ ଇଣ୍ଡିଆ, ଗଡ ବ୍ଲେସ ଆମେରିକା ଏବଂ ଓ୍ୱି ଲଭ୍ ଇଣ୍ଡିଆ’ କହି ଅଭିଭାଷଣ ସମାପ୍ତ କରିଥିଲେ ଟ୍ରମ୍ପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story