ଡ୍ରୋନ୍‌ରେ ହସ୍ପିଟାଲ ପହଞ୍ଚିଲା ରକ୍ତ

ଡେରାଡୁନ୍‌: ଉତ୍ତରାଖଣ୍ଡର ଏକ ହସ୍ପିଟାଲରେ ଡ୍ରୋନ୍‌ ଯୋଗେ ପହଞ୍ଚାଇ ଯାଇପାରିଛି ରକ୍ତ। ଏହାପରେ ବିଶେଷଜ୍ଞମାନେ କହିଁଛନ୍ତି ଯେ ଯେଉଁସବୁ ସ୍ଥାନକୁ ସ୍ଥଳ ଭାଗରେ ଯୋଗାଯୋଗ ବ୍ୟବସ୍ଥା ନାହିଁ ବା ସଡ଼କ ପଥରେ ଟ୍ରାଫିକ ଜନିତ ସମସ୍ୟା କାରଣରୁ କମ୍‌ ସମୟରେ ପହଞ୍ଚିବା ଅସମ୍ଭବ, ସେଠାରେ ଆବଶ୍ୟକତା ସ୍ଥଳେ ଡ୍ରୋନ୍‌ଯୋଗେ ରକ୍ତ ପହଞ୍ଚାଇ ଯାଇପାରିବ। ଆଇଆଇଟି କାନପୁରର ପ୍ରାକ୍ତନ ଛାତ୍ର ନିଖିଲ ଉପାଧ୍ୟାୟ କହିଛନ୍ତି ପ୍ରଥମେ ଉତ୍ତରାଖଣ୍ଡରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି। ସେ ବର୍ତ୍ତମାନ […]

Drone

Drone

Subrat Kumar Nayak
  • Published: Saturday, 08 June 2019
  • Updated: 08 June 2019, 09:24 PM IST

Sports

Latest News

ଡେରାଡୁନ୍‌: ଉତ୍ତରାଖଣ୍ଡର ଏକ ହସ୍ପିଟାଲରେ ଡ୍ରୋନ୍‌ ଯୋଗେ ପହଞ୍ଚାଇ ଯାଇପାରିଛି ରକ୍ତ। ଏହାପରେ ବିଶେଷଜ୍ଞମାନେ କହିଁଛନ୍ତି ଯେ ଯେଉଁସବୁ ସ୍ଥାନକୁ ସ୍ଥଳ ଭାଗରେ ଯୋଗାଯୋଗ ବ୍ୟବସ୍ଥା ନାହିଁ ବା ସଡ଼କ ପଥରେ ଟ୍ରାଫିକ ଜନିତ ସମସ୍ୟା କାରଣରୁ କମ୍‌ ସମୟରେ ପହଞ୍ଚିବା ଅସମ୍ଭବ, ସେଠାରେ ଆବଶ୍ୟକତା ସ୍ଥଳେ ଡ୍ରୋନ୍‌ଯୋଗେ ରକ୍ତ ପହଞ୍ଚାଇ ଯାଇପାରିବ।

ଆଇଆଇଟି କାନପୁରର ପ୍ରାକ୍ତନ ଛାତ୍ର ନିଖିଲ ଉପାଧ୍ୟାୟ କହିଛନ୍ତି ପ୍ରଥମେ ଉତ୍ତରାଖଣ୍ଡରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି। ସେ ବର୍ତ୍ତମାନ ସିଡିସ୍ପେଶ୍‌ ରୋବୋଟିକ୍ସ ନାମରେ ଏକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି।

ସ୍ଥାନୀୟ ଜିଲ୍ଲାପାଳ ଏଥିପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିବା କହି ଡକ୍ଟର ଏସ୍‌ଏସ୍‌ ପଙ୍ଗଟି ନାମକ ଜଣେ ଡାକ୍ତର କହିଛନ୍ତି, ଏହି ସ୍ୱାସ୍ଥ୍ୟ ପ୍ରକଳ୍ପରେ ଗୁରୁବାର ନନ୍ଦଗାଓଁସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ୟୁନିଟ୍‌ ରକ୍ତ ପଠାଯାଇଥିଲା। ଏହି ହସ୍ପିଟାଲରେ ସଡ଼କ ପଥରେ ପହଞ୍ଚିବାକୁ ୫୦ରୁ ୬୦ ମିନିଟ୍‌ ଲାଗିଥାଏ। କିନ୍ତୁ ଡ୍ରୋନ୍‌ ଯୋଗେ ରକ୍ତ ମାତ୍ର ୧୮ ମିନିଟ୍‌ରେ ପହଞ୍ଚିଗଲା, ତା' ପୁଣି ବିନା କୌଣସି ସମସ୍ୟାରେ। ତେବେ ସବୁଦିନ ପାଇଁ ଏହାକୁ କାମରେ ଲଗାଇବା ପାଇଁ ଆଉ କିଛି ଥର ପରୀକ୍ଷାମୂଳକ ଉଡ଼ାଣ କରିବାକୁ ହେବ ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story