କରୋନାକୁ ମାତ ଦେବ ରେମ୍‌ଡେସିଭିର!

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ସାରା ବିଶ୍ୱ ଭ୍ୟାକସିନ, ଔଷଧ ଓ ଟିକା ଖୋଜିବାରେ ଲାଗିଛି। କରୋନାକୁ ମାତ ଦେବାରେ କେତେକାଂଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ସହାୟକ ହେଉଥିବା ବେଳେ ଏବେ ଆଉ ଏକ ଆଣ୍ଟି ଭାଇରାଲ ଔଷଧର ନାଁ ସାମ୍ନାକୁ ଆସିଛି। ତା’ର ନାଁ ହେଉଛି ରେମଡେସିଭିର। ଏହାଦ୍ୱାରା ଗୁରୁତର ଅସୁସ୍ଥ ହୋଇଥିବା କରୋନା ରୋଗୀ ଦୁଇରୁ ତିନି ତୃତୀୟାଂଶ ଠିକ ହୋଇପାରିବେ ବୋଲି ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି। ସର୍ଭେରୁ ଜଣାପଡ଼ିଛି […]

dx

dx

Hemant Lenka
  • Published: Monday, 13 April 2020
  • Updated: 13 April 2020, 07:03 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ସାରା ବିଶ୍ୱ ଭ୍ୟାକସିନ, ଔଷଧ ଓ ଟିକା ଖୋଜିବାରେ ଲାଗିଛି। କରୋନାକୁ ମାତ ଦେବାରେ କେତେକାଂଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ସହାୟକ ହେଉଥିବା ବେଳେ ଏବେ ଆଉ ଏକ ଆଣ୍ଟି ଭାଇରାଲ ଔଷଧର ନାଁ ସାମ୍ନାକୁ ଆସିଛି। ତା’ର ନାଁ ହେଉଛି ରେମଡେସିଭିର। ଏହାଦ୍ୱାରା ଗୁରୁତର ଅସୁସ୍ଥ ହୋଇଥିବା କରୋନା ରୋଗୀ ଦୁଇରୁ ତିନି ତୃତୀୟାଂଶ ଠିକ ହୋଇପାରିବେ ବୋଲି ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି।

ସର୍ଭେରୁ ଜଣାପଡ଼ିଛି ଯେ ୫୩ ଜଣଙ୍କ ଶରୀରରେ ରେମଡେସିଭିର ଆଣ୍ଟି ଭାଇରାଲ ଔଷଧକୁ ବ୍ୟବହାର କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୩୬ ଜଣଙ୍କ ଶରୀରରେ ଅନେକ ସୁଧାର ଆସିଥିଲା। ତେବେ ଏହା ସ୍ୱଳ୍ପ ପରିମାଣର ପରୀକ୍ଷା ହୋଇଥିବାରୁ ବିଶେଷଜ୍ଞମାନେ ରେମଡେସିଭିରକୁ ଏଯାଏ କରୋନା ପାଇଁ ଉପଯୁକ୍ତ ଔଷଧ ବୋଲି ନାମିତ କରିନାହାନ୍ତି।

ଏହା ଉପରେ ଅଧିକ ସର୍ଭେ କରାଯାଉଛି। ବର୍ତ୍ତମାନ ସମୟରେ ଯଦି ଜଣେ ରୋଗୀଙ୍କ ଶରୀରରେ କୌଣସି ପ୍ରକାରର ଔଷଧ କାମ କରୁନାହିଁ, ତା’ହେଲେ ଡାକ୍ତରମାନେ ଚାହିଁଲେ ରେମଡେସିଭିର ବ୍ୟବହାର କରିପାରିବେ। ଇବୋଲା ମେଡିସିନ ଭାବେ ଏହାକୁ ବ୍ୟବହାର କରାଯାଇଥିଲା।

ରେମଡେସିଭିର ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ସୁସ୍ଥ କରାଇବା ସହ ଇବୋଲାକୁ ହରାଇବାରେ ଫଳପ୍ରଦ ହୋଇଥିଲ। ଆଜି ଆଇସିଏମଆର ନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର କହିଛନ୍ତି, କରୋନା ମୁକାବିଲାରେ ଏହି ମେଡିସିନ୍ କାମରେ ଲଗାଇବାକୁ ପରୀକ୍ଷା ଚାଲିଛି ଓ କେତେକାଂଶରେ ସଫଳ ମଧ୍ୟ ହୋଇଛି। ତେବେ ବର୍ତ୍ତମାନ ସମୟରେ ରେମଡେସିଭିର ଷ୍ଟକ୍ ନାହିଁ ଓ ଫାର୍ମା କଂପାନୀମାନଙ୍କୁ ଏହାକୁ ତିଆରି କରିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି। ଉପଯୁକ୍ତ ପରୀକ୍ଷା ପରେ ହିଁ ଯାଇ ଏହାକୁ ବ୍ୟବହାର କରାଯିବ କି ନାହିଁ ତା’ର ନିଷ୍ପତ୍ତି ନିଆଯିବ।

ଇବୋଲା ରୋଗୀଙ୍କୁ ଏହା ଦେବା ପୂର୍ବରୁ ରେମଡେସିଭିର ପ୍ରଥମେ ମାଙ୍କଡ଼ ମାନଙ୍କ ଉପରେ ମଧ୍ୟ ବ୍ୟବହାର କରାଯାଇଥିଲା। ପରେ ଏହା ରୋଗୀଙ୍କୁ ଦିଆଯାଇଥିଲା। ଏହା ଭାଇରସକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରେନାହିଁ। କିନ୍ତୁ ଭାଇରସର ସଂକ୍ରମଣକୁ ରୋକିବାରେ ସହାୟତ ହୋଇଥାଏ। ଅର୍ଥାତ ଭାଇରସ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗରେ ପହଞ୍ଚିବା ଉପରେ ରୋକ ଲଗାଇବା ପାଇଁ ରେମଡେସିଭିର ସାହାଯ୍ୟ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story