ଜାପାନ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି,୧୫୦୦ ଆହତ

କୁମାମୋଟୋ: ଗତକାଲି ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଆର୍ମୀ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଲିରେ ଏହି ଭୂମିକମ୍ପରେ ୩୨ ଲୋକଙ୍କ ପ୍ରାଣ ହାନି ହୋଇଥିବା ବେଳେ ୧,୫୦୦ ଲୋକ ଗୁରୁତର ଆହତ ହୋଇଥିବା ବେଳେ ହଜାରରୁ ଅଧିକ ଲୋକ ନିଖୋଜ୍‌ ରହିଛନ୍ତି। ପ୍ରଶାସନ ପକ୍ଷରୁ ବହୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲେ ମଧ୍ୟ ବିଦ୍ୟୁତ ଓ ପାଣିର ଅଭାବ ଦେଖାଦେଇଛି। ଗତକାଲି ଜାପାନର କୁମାମୋଟୋରେ ୬.୧ […]

japan earthquake

japan earthquake

Rakesh Mallick
  • Published: Saturday, 16 April 2016
  • Updated: 04 May 2017, 03:44 PM IST

Sports

Latest News

କୁମାମୋଟୋ: ଗତକାଲି ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଆର୍ମୀ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଲିରେ ଏହି ଭୂମିକମ୍ପରେ ୩୨ ଲୋକଙ୍କ ପ୍ରାଣ ହାନି ହୋଇଥିବା ବେଳେ ୧,୫୦୦ ଲୋକ ଗୁରୁତର ଆହତ ହୋଇଥିବା ବେଳେ ହଜାରରୁ ଅଧିକ ଲୋକ ନିଖୋଜ୍‌ ରହିଛନ୍ତି।

ପ୍ରଶାସନ ପକ୍ଷରୁ ବହୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲେ ମଧ୍ୟ ବିଦ୍ୟୁତ ଓ ପାଣିର ଅଭାବ ଦେଖାଦେଇଛି। ଗତକାଲି ଜାପାନର କୁମାମୋଟୋରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଘଣ୍ଟା ମଧ୍ୟରେ ବହୁ ଥର ଭୂମିକମ୍ପ ଅନୁଭୂତ ହେବା ପରେ ସମ୍ଭାବ୍ୟ ସୁନାମୀ ରକ୍ଷା କରିବାକୁ ଉପକୂଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story