ଧରାଇଦେଲା ଭିଭିଆଇପି ଲକ୍‌ଡାଉନ୍‌ ପାସ୍‌, ୱାଧ୍‌ୱା ବ୍ରଦର୍ସଙ୍କ ୫ ଦାମୀ ଗାଡ଼ି ଜବତ କଲା ଇଡି

ମୁମ୍ବାଇ: ସବୁକିଛି ଠିକ୍‌ ଥିଲା, କିନ୍ତୁ ଲକ୍‌ଡାଉନ୍‌ ସମୟରେ ଗାଡ଼ି ନମ୍ବରରେ ଭିଭିଆଇପି ପାସ୍‌ ହାସଲ କରିବା ୱାଧ୍‌ୱା ପରିବାରର ଅଡ଼ୁଆ ବଢ଼ାଇଦେଇଛି। ଏହି ପରିବାର ନାମରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମାମଲା ରହିଥିଲା। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଏହି ଗାଡ଼ିଗୁଡ଼ିକୁ ଜବତ କରିବା ସହ ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ପୁରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ୱାଧ୍‌ୱା ବ୍ରଦର୍ସ ୨ଟି ରେଞ୍ଜ ରୋଭର୍ସ ଏବଂ ୩ଟି ଫର୍ଚ୍ୟୁନରରେ […]

wadhwan

wadhwan

Subrat Kumar Nayak
  • Published: Friday, 10 April 2020
  • Updated: 10 April 2020, 09:50 PM IST

Sports

Latest News

ମୁମ୍ବାଇ: ସବୁକିଛି ଠିକ୍‌ ଥିଲା, କିନ୍ତୁ ଲକ୍‌ଡାଉନ୍‌ ସମୟରେ ଗାଡ଼ି ନମ୍ବରରେ ଭିଭିଆଇପି ପାସ୍‌ ହାସଲ କରିବା ୱାଧ୍‌ୱା ପରିବାରର ଅଡ଼ୁଆ ବଢ଼ାଇଦେଇଛି। ଏହି ପରିବାର ନାମରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମାମଲା ରହିଥିଲା। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଏହି ଗାଡ଼ିଗୁଡ଼ିକୁ ଜବତ କରିବା ସହ ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ପୁରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ୱାଧ୍‌ୱା ବ୍ରଦର୍ସ ୨ଟି ରେଞ୍ଜ ରୋଭର୍ସ ଏବଂ ୩ଟି ଫର୍ଚ୍ୟୁନରରେ ମହାବଳେଶ୍ୱର ଯାଇଥିଲେ। ଏହାପରେ ସେମାନଙ୍କୁ ଅଟକ ରଖାଯିବା ସହ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଇଡି ସତାରା ଜିଲ୍ଲାର ଏସ୍‌ପିଙ୍କୁ ଚିଠି ଲେଖି କହିଥିଲେ, କପିଲ ୱାଧୱା ଏବଂ ଧୀରଜ୍‌ ୱାଧୱାଙ୍କ ନାମରେ ମନି ଲଣ୍ଡରିଂ ମାମଲା ଚାଲିଛି। ସେମାନେ ୫ଟି ହାଇ ଏଣ୍ଡ ଭେଇକିଲ୍‌ର ସୁବିଧା ଏହି ମାମଲାରୁ ଫାଇଦାରେ ପାଇଥିଲେ। ମନି ଲଣ୍ଡରିଂ ନିରୋଧ ଆଇନ ଅନୁଯାୟୀ ଏହି ଗାଡ଼ିକୁଡ଼ିକ ଜବତ କରାଯାଇଥିବା କୁହାଯାଇଛି। ଇଡି ପକ୍ଷରୁ କୁହାଯାଇଛି ସ୍ଥାନୀୟ ପୁଲିସ୍‌ ଏବେ ଏହି ଗାଡ଼ି ସବୁର ଚାବି ରଖିବ ଏବଂ ପରେ ଏସବୁ ଇଡି ନିଜ ହେପାଜତକୁ ନେବ। ସୂଚନାଯୋଗ୍ୟ ଯେ, ଏମାନେ ମନି ଲଣ୍ଡରିଂକୁ ନେଇ ବିବାଦରେ ଥିବା ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story