ଓଡ଼ିଶା ହାଇକୋର୍ଟଙ୍କ ରାୟରେ ତ୍ରୁଟି ଦର୍ଶାଇଲେ ସୁପ୍ରିିମକୋର୍ଟ

ନୂଆଦିଲ୍ଲୀ: ଯେକୌଣସି ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ନିଯୁକ୍ତିଦାତା ମନ ମୁତାବିକ ସ୍ଥିର କରିପାରିବେନି। ସେହିପରି ଜଣେ ନିଯୁକ୍ତି ଦାତା ଚାହିଁଲେ ଅଧିକ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ପ୍ରତ୍ୟାଖ୍ୟାନ କରିପାରିବେ। ନଭେମ୍ୱର ୨୨, ୨୦୧୯ରେ ଓଡ଼ିଶା ହାଇକୋର୍ଟର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ ଏହା କହିଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଜଣେ ବ୍ୟକ୍ତି ପିଅନ ଚାକିରି ପାଇଥିଲେ। ଏହି ପିଅନ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଯୁକ୍ତ […]

Orissa High Court

Orissa High Court

Subhransu Sekhar
  • Published: Saturday, 14 November 2020
  • Updated: 14 November 2020, 02:10 PM IST

Sports

Latest News

ନୂଆଦିଲ୍ଲୀ: ଯେକୌଣସି ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ନିଯୁକ୍ତିଦାତା ମନ ମୁତାବିକ ସ୍ଥିର କରିପାରିବେନି। ସେହିପରି ଜଣେ ନିଯୁକ୍ତି ଦାତା ଚାହିଁଲେ ଅଧିକ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ପ୍ରତ୍ୟାଖ୍ୟାନ କରିପାରିବେ। ନଭେମ୍ୱର ୨୨, ୨୦୧୯ରେ ଓଡ଼ିଶା ହାଇକୋର୍ଟର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ ଏହା କହିଛନ୍ତି।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଜଣେ ବ୍ୟକ୍ତି ପିଅନ ଚାକିରି ପାଇଥିଲେ। ଏହି ପିଅନ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଯୁକ୍ତ ଦୁଇ ଥିଲା। ହେଲେ ସେହି ବ୍ୟକ୍ତି ଜଣଙ୍କ ଚାକିରି କରିବା ପରେ ଜଣାପଡ଼ିଥିଲା ଯେ ସେ ଗ୍ରାଜୁଏସନ ପାସ୍ କରିଛନ୍ତି। ଏହାକୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍ ବିରୋଧ କରିଥିଲା। ବ୍ୟାଙ୍କ କହିଥିଲା ଯେ ପିଅନ ପଦ ପାଇଁ ଆବଶ୍ୟକତା ଯୋଗ୍ୟତା ଯୁକ୍ତ ଦୁଇ ରହିଛି। କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଚାକିରି କରିବା ବେଳେ ତାଙ୍କର ସମ୍ପୂର୍ଣ୍ଣ ଯୋଗ୍ୟତା ଦର୍ଶାଇନଥିଲେ। ତେଣୁ କଥା କୋର୍ଟକୁ ଯାଇଥିଲା।

ଓଡ଼ିଶା ହାଇକୋର୍ଟ କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ରାୟ ଦେଇଥିଲେ। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ବିଚାର କରି ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ କହିଛନ୍ତି, ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟରେ ତ୍ରୁଟି ରହିଛି। ଜଣେ ନିଯୁକ୍ତିଦାତା ଚାହିଁଲେ ଆବଶ୍ୟକତାରୁ ଅଧିକ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିପାରିବେ। ଚାକିରି ଦେବା ବେଳେ ନିଯୁକ୍ତିଦାତା ତାଙ୍କ ବିବେକ ଉପରେ ବିଚାର କରି ନିଷ୍ପତ୍ତି ନେବେ। ହେଲେ ମନମୁଖୀ କରିପାରିବେ ନାହିଁ।

ସୁପ୍ରିମ୍‌କୋର୍ଟ ଆହୁରି କହିଛନ୍ତି, ଯୋଗ୍ୟତା ଉଦ୍ଦିଷ୍ଟ ରହିବା ପଛର ଏକ କାରଣ ରହିଛି। ଏକ ଅନୁଷ୍ଠାନ କିମ୍ବା ଶିଳ୍ପ ପ୍ରତିଷ୍ଠାନରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଗ୍ୟତା ନିର୍ଦ୍ଧାରଣ କରାଯାଏ। ତେଣୁ ଯୋଗ୍ୟତା ଥିବା ଲୋକଙ୍କୁ ପ୍ରଥମେ ଗୁରୁତ୍ୱ ଦିଆଯାଏ। ଯଦି ସେମିତି ପ୍ରାର୍ଥୀ ନମିଳିଲେ, ତା’ହେଲେ ନିଯୁକ୍ତି ଦାତା ଅଧିକ ଯୋଗ୍ୟତା ଥିବା ବ୍ୟକ୍ତିକୁ ନିଯୁକ୍ତି ଦେଇ ପାରିବେ। କିନ୍ତୁ ମନମୁଖୀ ଭାବରେ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story