ଜମ୍ମୁ: ଆଜି ସକାଳେ କାଶ୍ମୀରର ଶୋପିଆଁ ଜିଲ୍ଲାରେ ହିଜବୁଲ୍ ମୁଜ୍ଜାହିଦ୍ଦିନର ଜଣେ ଆତଙ୍କୀକୁ ସୁରକ୍ଷାକର୍ମୀମାନେ ଏନକାଉଣ୍ଟରରେ ମାରି ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ଆତଙ୍କୀଙ୍କ ସୀମା ଅନୁପ୍ରବେଶ ସମୟରେ ଦୁଇ ଭାରତୀୟ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଗୋଟେ ଏକେ-୪୭ ରାଇଫଲ ଏବଂ ଗୋଳାବାରୁଦ ଜବତ କରିଥିବା ଖବର ରହିଛି।
ଏହାପୂର୍ବରୁ ରବିବାର ସକାଳେ ପୁଞ୍ଚର ସୋଜିଆରେ ପାକିସ୍ତାନ ତରଫରୁ କରାଯାଇଥିବା ଗୁଳିବର୍ଷଣରେ ଦୁଇ ଭାରତୀୟ ଯବାନ ଶହିଦ୍ ହୋଇଥିବା ବେଳେ ଦୁଇଜଣ ମହିଳା ଏବଂ ଜଣେ ବିଏସଏଫ୍ ଯବାନ୍ ଆହତ ହୋଇଛନ୍ତି। ସେପଟେ କୃଷ୍ଣଘାଟିରେ ପାକିସ୍ତାନୀ ସେନା ତରଫରୁ ଦୁଇଥର ଅନୁପ୍ରବେଶ ପାଇଁ କରାଯାଇଥିବା ଗୁଳି ଚାଳନାରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ବେଳେ ପାକିସ୍ତାନୀ ସେନାଙ୍କ ଅନୁପ୍ରବେଶ ଅସଫଳ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧରା ପଡ଼ିଲା ବାବା ସିଦ୍ଦିକିଙ୍କୁ ଗୁଳି କରିଥିବା ବ୍ୟକ୍ତି, ନେପାଳ ଖସି ଯିବାକୁ ଚେଷ୍ଟା କରୁଥିଲା
ଶିବ କୁମାରର କହିବା କଥା ଯେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ଏବେ ଜେଲରେ ଥିବା ବେଳେ ତା’ ଭାଇ ଗ୍ୟାଙ୍ଗକୁ ବିଦେଶରେ ରହି ପରିଚାଳନା କରୁଛି।
Crime
ଅଢ଼େଇ ବର୍ଷର ଛୁଆ କାନ୍ଦିବାରୁ ପିଟି ପିଟି ମାରିଦେଲା ସାବତ ବାପା
ଅଢ଼େଇ ବର୍ଷର ଝିଅର କାନ୍ଦ ଅଧୈର୍ଯ୍ୟ କରିପକାଇଲା। ଘରେ ପତ୍ନୀ ନଥିବା ବେଳେ ସାବତ ଝିଅକୁ ପିଟି ପିଟି ମାରିଦେଲା ରାକ୍ଷସ ରୂପୀ ବାପା।
National
ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ
ଜେସିଓ ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦ ନିରୋଧ ଅପରେସନ ବେଳେ ସହିଦ ହୋଇଛନ୍ତି।
Politics
ସରକାରଙ୍କ ବଡ଼ ନିଷ୍ପତ୍ତି: ବିନା ଅନୁମତି ରିଲିଜ ହୋଇପାରିବନି ମୁଖ୍ୟମନ୍ତ୍ରୀଙ୍କ ଫଟୋ
ବିଭାଗ ଅନୁମତି ଦେବା ପରେ ହିଁ ଫଟୋକୁ ସାର୍ବଜନୀନ କରାଯିବ। ସମସ୍ତ ପ୍ରକାରର ସର୍ବସାଧାରଣ କାର୍ଯ୍ୟକ୍ରମ, ବିଭାଗୀୟ ମିଟିଂ ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ଏହି ନିୟମ ଲାଗୁ ହେବ।
Crime
ଦୁଇ ଦିନ ହେଲା ଯେଉଁ ସୋଫାରେ ଶୋଉଥିଲେ, ତା’ ଭିତରୁ ମିଳିଲା ନିଖୋଜ ପତ୍ନୀଙ୍କ ମୃତଦେହ
ସ୍ୱାମୀ ଜଣଙ୍କ ଦୁଇ ଦିନ ହେଲା ପତ୍ନୀଙ୍କୁ ଖୋଜି ଖୋଜି ଯେଉଁ ସୋଫାରେ ନିରାଶ ହୋଇ ରାତିରେ ଶୋଉଥିଲେ, ତା’ରି ଭିତରୁ ହିଁ ମିଳିଛି ମହିଳାଙ୍କ ମୃତଦେହ।