ବାତ୍ୟା 'ଗଜ' ଦୁର୍ବଳ, ଏଣେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ

ନୂଆଦିଲ୍ଲୀ: ସ୍ଥଳ ଭାଗ ଛୁଇଁ ତାମିଲନାଡ଼ୁରେ ତାଣ୍ଡବ ରଚିବା ପରେ ‘ଗଜ’ ଏବେ ଦୁର୍ବଳ ହେବାରେ ଲାଗିଛି। ତେବେ ଦୁର୍ବଳ ହେବା ପୂର୍ବରୁ ‘ଗଜ’ ତାମିଲନାଡ଼ୁରେ ୨୩ ଜୀବନ ନେଇଛି। ଏଥିସହ ଶହଶହ ଲୋକଙ୍କୁ ବାସଚ୍ୟୁତ କରିଦେଇଛି। ବର୍ତ୍ତମାନ ଏହା ଦୁର୍ବଳ ହୋଇ ଅବପାତର ପରିଣତ ହୋଇଛି ସତ, କିନ୍ତୁ କେରଳ ଏବଂ ତାମିଲନାଡ଼ୁର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୧୮ […]

g2

g2

Hemant Lenka
  • Published: Friday, 16 November 2018
  • Updated: 16 November 2018, 09:42 PM IST

Sports

Latest News

ନୂଆଦିଲ୍ଲୀ: ସ୍ଥଳ ଭାଗ ଛୁଇଁ ତାମିଲନାଡ଼ୁରେ ତାଣ୍ଡବ ରଚିବା ପରେ 'ଗଜ' ଏବେ ଦୁର୍ବଳ ହେବାରେ ଲାଗିଛି। ତେବେ ଦୁର୍ବଳ ହେବା ପୂର୍ବରୁ 'ଗଜ' ତାମିଲନାଡ଼ୁରେ ୨୩ ଜୀବନ ନେଇଛି। ଏଥିସହ ଶହଶହ ଲୋକଙ୍କୁ ବାସଚ୍ୟୁତ କରିଦେଇଛି। ବର୍ତ୍ତମାନ ଏହା ଦୁର୍ବଳ ହୋଇ ଅବପାତର ପରିଣତ ହୋଇଛି ସତ, କିନ୍ତୁ କେରଳ ଏବଂ ତାମିଲନାଡ଼ୁର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି।

ଅନ୍ୟପକ୍ଷରେ ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ। ତେବେ ଏହାର ପ୍ରଭାବ ଆସନ୍ତାକାଲି ଆକଳନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗର ସୂଚନା ଅନୁଯାୟୀ, 'ଗଜ' ବର୍ତ୍ତମାନ ଅବପାତର ପରିଣତ ହୋଇ କେନ୍ଦ୍ରୀୟ କେରଳ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପୂର୍ବ ଆରବ ସାଗରରେ ପହଞ୍ଚିବ। ଏହାର ପ୍ରଭାବରେ ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶ କିଛି ସ୍ଥାନରେ ଆସନ୍ତାକାଲି ଯାଏ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ତାମଲନାଡୁରେ 'ଗଜ' ରଚିଥିବା ତାଣ୍ଡବ ଯୋଗୁ ଏଯାଏ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଗଜରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନାଗପଟ୍ଟିନମ୍‌। ସେହିପରି ଅନ୍ୟ ୫ଟି ଜିଲ୍ଲା ମଧ୍ୟ 'ଗଜ' ତାଣ୍ଡବରୁ ବର୍ତ୍ତି ପାରିନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଜ ଯୋଗୁ ୧୨ ହଜାର ବିଦ୍ୟୁତ ଖୁଣ୍ଟ, ୧୦୨ଟି ସବ୍‌ ପାୱର ଷ୍ଟେସନ, ୪୯୫ ପାୱର କଣ୍ଡକ୍ଟର, ୧୦୦ ଟ୍ରାନ୍ସଫର୍ମର ଓ ୫୦୦ କିମି ପର୍ଯ୍ୟନ୍ତ ବିଦ୍ୟୁତ୍‌ ତା’ର ନଷ୍ଟ ହୋଇଯାଇଛି।

ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ିଥିବାରୁ ଯୋଗାଯୋଗା ବିଚ୍ଛିନ୍ନ ହୋଇଯାଇଛି। 'ଗଜ' ଯୋଗୁ ଶହଶହ ଏକରର କଦଳୀ ଚାଷ ନଷ୍ଟ ହୋଇଯାଇଛି।

ତେବେ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ କହିଛନ୍ତି। ୮,୯୪୮ ଜଣ ଲୋକଙ୍କୁ ୪୭୧ଟି ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ତଥାପି ବିଭିନ୍ନ ସ୍ଥାନରେ କିଛି ଲୋକ ନିଖୋଜ ଥିବାରୁ ଆଗକୁ କ୍ଷୟକ୍ଷତି ପରିମାଣ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story