ଦିଲ୍ଲୀ ହିଂସା ପରେ ଯମ ବି ଇସ୍ତଫା ଦେଇଦେବେ: ଶିବସେନା

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଟିତ ହିଂସାକୁ ନେଇ କଡ଼ା ସମାଲୋଚନା କରିଛି ଶିବସେନା। ଶିବସେନା ପକ୍ଷରୁ କୁହାଯାଇଛି, ମୃତ୍ୟୁର ଦେବତା ଯମ ମଧ୍ୟ ତାଙ୍କ ପଦବୀରୁ ଇସ୍ତଫା ଦେଇଦେବେ। ଦିଲ୍ଲୀ ହିଂସାର ବର୍ବବରତାକୁ ଲକ୍ଷ୍ୟ କରି ଶିବସେନା ଏପରି କହିଛି। ଶିବସେନାର ମୁଖପତ୍ର ସାମ୍ନାରେ ଏପରି ଲେଖାଯାଇଛି। ଏଥିରେ କୁହାଯାଇଛି, “ଦିଲ୍ଲୀ ହିଂସା ଘଟଣା ହୃଦୟଥରା। ଏଭଳି ଅମାନବିକ ଦୃଶ୍ୟ ଦେଖି ଯମ ବି ନିଜ ପଦବୀରୁ ଇସ୍ତଫା ଦେବେ। ନୀରିହ ହିନ୍ଦୁ ଓ ମୁସଲିମ ପିଲାମାନେ […]

Riot

Riot

Subrat Kumar Nayak
  • Published: Sunday, 08 March 2020
  • Updated: 08 March 2020, 03:52 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଟିତ ହିଂସାକୁ ନେଇ କଡ଼ା ସମାଲୋଚନା କରିଛି ଶିବସେନା। ଶିବସେନା ପକ୍ଷରୁ କୁହାଯାଇଛି, ମୃତ୍ୟୁର ଦେବତା ଯମ ମଧ୍ୟ ତାଙ୍କ ପଦବୀରୁ ଇସ୍ତଫା ଦେଇଦେବେ। ଦିଲ୍ଲୀ ହିଂସାର ବର୍ବବରତାକୁ ଲକ୍ଷ୍ୟ କରି ଶିବସେନା ଏପରି କହିଛି।

ଶିବସେନାର ମୁଖପତ୍ର ସାମ୍ନାରେ ଏପରି ଲେଖାଯାଇଛି। ଏଥିରେ କୁହାଯାଇଛି, “ଦିଲ୍ଲୀ ହିଂସା ଘଟଣା ହୃଦୟଥରା। ଏଭଳି ଅମାନବିକ ଦୃଶ୍ୟ ଦେଖି ଯମ ବି ନିଜ ପଦବୀରୁ ଇସ୍ତଫା ଦେବେ। ନୀରିହ ହିନ୍ଦୁ ଓ ମୁସଲିମ ପିଲାମାନେ ଅନାଥ ହୋଇଗଲେ। ଆମେ ଅନାଥଙ୍କ ପୃଥିବୀ ତିଆରି କରୁଛୁ। ମୁଦାସର୍‌ ଖାନ୍‌ଙ୍କ ପିଲାର ଫଟୋ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।”

ଏଥିରେ ଆହୁରି ମଧ୍ୟ କୁହାଯାଇଛି, “ଜଣେ ପିଲା ତା’ର ବାପାଙ୍କ ଶବ ପାଖରେ ଛିଡ଼ା ହୋଇଥିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। କିଏ ଏହି ଲୋକ ଯେଉମାନେ ୫୦ ଲୋକଙ୍କ ଜୀବନ ନେଲେ। ୫୦ ଗୋଟିଏ ସଂଖ୍ୟା ହୋଇପାରେ, କିନ୍ତୁ ପ୍ରକୃତରେ ଏହା ୧୦୦ ଉପରେ ହୋଇପାରେ। ୫୦୦ରୁ ଅଧିକ ଲୋକ ଆହତ ହୋଇଥାଇପାରନ୍ତି। ଏହି ପିଲାମାନଙ୍କ ଫଟୋ ଦେଖିବା ପରେ ଯଦି ପୁଣି ହିନ୍ଦୁ-ମୁସଲିମ୍‌ ଚଲାଇବା, ଏହା ହିଁ ମାନବିକତାର ମୃତ୍ୟୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story