ଶିଶୁ ଶ୍ରମିକଙ୍କ ଦ୍ୱାରା ଇଭିଏମ ସ୍ଥାନାନ୍ତର!

ପାଟନା: ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଇଭିଏମ୍‌ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଛି। ସେମାନେ ଏହି ଇଭିଏମ୍‌କୁ ମୁଣ୍ଡରେ ବୋହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିବେ ଫଟୋ ଭାଇରାଲ ହେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ନିର୍ବାଚନ କମିଶନଙ୍କୁ ଟ୍ୱିଟ୍‌ କରି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିହାରରେ ଛୋଟ ଛୋଟ ପିଲାମାନେ ଇଭିଏମକୁ ନିଜ ମୁଣ୍ଡରେ ବୋହୁଛନ୍ତି। ସେହିପରି ନିୟମ ବାହାରେ ଅଣ ପଞ୍ଜିକୃତ ଗାଡ଼ି ଗୁଡ଼ିକରେ ଇଭିଏମ ବକ୍ସ ଗୋଟିଏ […]

w

w

Hemant Lenka
  • Published: Wednesday, 22 May 2019
  • Updated: 22 May 2019, 04:49 PM IST

Sports

Latest News

ପାଟନା: ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଇଭିଏମ୍‌ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଛି। ସେମାନେ ଏହି ଇଭିଏମ୍‌କୁ ମୁଣ୍ଡରେ ବୋହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିବେ ଫଟୋ ଭାଇରାଲ ହେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ନିର୍ବାଚନ କମିଶନଙ୍କୁ ଟ୍ୱିଟ୍‌ କରି ତୀବ୍ର ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ବିହାରରେ ଛୋଟ ଛୋଟ ପିଲାମାନେ ଇଭିଏମକୁ ନିଜ ମୁଣ୍ଡରେ ବୋହୁଛନ୍ତି। ସେହିପରି ନିୟମ ବାହାରେ ଅଣ ପଞ୍ଜିକୃତ ଗାଡ଼ି ଗୁଡ଼ିକରେ ଇଭିଏମ ବକ୍ସ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯାଉଛି। ଇଭିଏମଗୁଡ଼ିକ ମୁଜାଫରପୁର ଠାରେ ଥିବା ଏକ ହୋଟେଲ୍‌ରେ ରହିଥିଲା। ଏଗୁଡ଼ିକୁ ଆରଜେଡି କର୍ମୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଠାବ କରିଛନ୍ତି।”

ବିରୋଧୀ ଦଳଗୁଡ଼ିକ ବେଆଇନ୍‌ ଭାବେ ଇଭିଏମ ସ୍ଥାନାନ୍ତର ଓ ଟ୍ୟାମ୍ପରିଂ ହେଉଥିବା ଅଭିଯୋଗ କରୁଥିବା ବେଳେ ତେଜସ୍ୱୀଙ୍କ ଏଭଳି ତଥ୍ୟ ପୂରା ଘଟଣାକୁ ଆହୁରି ଘୋଳିଆ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story