୫ ରାଜ୍ୟର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ #LIVE UPDATE

ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ସରିଛି। ଆସନ୍ତା ୧୧ ତାରିଖରେ ଆସିବ ଫଳାଫଳ। ତା’ ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥ-ବାହୁଡ଼ା ଫଳାଫଳ ବା ‘ଏକଜିଟ୍‌ ପୋଲ୍‌’ ରେଜଲ୍ଟ ପ୍ରକାଶ ପାଇବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ନିର୍ବାଚନ ଫଳାଫଳ ଏକ ସେମିଫାଇନାଲ୍‌ ସଦୃଶ। ତେଣୁ ଏଥିରେ କିଏ ବାଜି ମାରୁଛି, ତା ଉପରେ ସମସ୍ତଙ୍କ ନଜର। ତେଲେଙ୍ଗାନାରେ ଟିଆର୍‌ଏସ୍‌ ସରକାର ରହିଥିବା ବେଳେ […]

8

Hemant Lenka
  • Published: Friday, 07 December 2018
  • , Updated: 07 December 2018, 08:16 PM IST

ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ସରିଛି। ଆସନ୍ତା ୧୧ ତାରିଖରେ ଆସିବ ଫଳାଫଳ। ତା’ ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥ-ବାହୁଡ଼ା ଫଳାଫଳ ବା ‘ଏକଜିଟ୍‌ ପୋଲ୍‌’ ରେଜଲ୍ଟ ପ୍ରକାଶ ପାଇବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ନିର୍ବାଚନ ଫଳାଫଳ ଏକ ସେମିଫାଇନାଲ୍‌ ସଦୃଶ। ତେଣୁ ଏଥିରେ କିଏ ବାଜି ମାରୁଛି, ତା ଉପରେ ସମସ୍ତଙ୍କ ନଜର। ତେଲେଙ୍ଗାନାରେ ଟିଆର୍‌ଏସ୍‌ ସରକାର ରହିଥିବା ବେଳେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତାରେ ରହିଛି। ସେହିପରି ମିଜୋରାମରେ କଂଗ୍ରେସ ସରକାର ଗଠନ କରିଛି।

ନ୍ୟୁଜ୍‌ ନେସନ୍‌ (ରାଜସ୍ଥାନ): ବିଜେପି ୮୯ରୁ ୯୩, କଂଗ୍ରେସ+ ୯୯ରୁ ୧୦୩, ବିଏସ୍‌ପି ୦୦, ଅନ୍ୟାନ୍ୟ ୫ରୁ ୯

ଟି ନ୍ୟୁଜ୍‌ (ତେଲେଙ୍ଗାନା): ଟିଆର୍‌ଏସ୍‌ ୫୫ରୁ ୬୫, କଂଗ୍ରେସ+ ୩୪ରୁ ୪୪, ବିଜେପି ୫ରୁ ୭, ଅନ୍ୟାନ୍ୟ ୧୩ରୁ ୧୬

ଟିଭି ୯ ତେଲଗୁ (ତେଲେଙ୍ଗାନା): ଟିଆର୍‌ଏସ୍‌ ୭୫ରୁ ୮୫, କଂଗ୍ରେସ+ ୨୫ରୁ ୩୫, ବିଜେପି ୨ରୁ ୩, ଅନ୍ୟାନ୍ୟ ୭ରୁ ୧୧

ରିପବ୍ଲିକ ସି-ଭୋଟର (ତେଲେଙ୍ଗାନା): ଟିଆର୍‌ଏସ୍‌ ୪୮ରୁ ୬୦, କଂଗ୍ରେସ+ ୪୭ରୁ ୫୯, ବିଜେପି ୫, ଅନ୍ୟାନ୍ୟ ୧ରୁ ୧୩

ନ୍ୟୁଜ୍‌ ଏକ୍ସ ନେତା (ତେଲେଙ୍ଗାନା): ଟିଆର୍‌ଏସ୍‌ ୫୭, କଂଗ୍ରେସ+ ୪୬, ବିଜେପି ୬, ଅନ୍ୟାନ୍ୟ ୧୦

ରିପବ୍ଲିକ୍‌ ସି-ଭୋଟର୍‌ (ମିଜୋରାମ): କଂଗ୍ରେସ ୧୪ରୁ ୧୮, ବିଜେପି ୦, ଏମ୍‌ଏନ୍‌ଏଫ୍‌ ୧୬ରୁ ୨୦, ଅନ୍ୟାନ୍ୟ ୩ରୁ ୧୦

ଟାଇମ୍ସ ନାଓ- ସିଏନ୍‌ଏକ୍ସ (ମିଜୋରାମ): କଂଗ୍ରେସ ୧୬, ଏମ୍‌ଏନ୍‌ଏଫ୍‌ ୧୮, ବିଜେପି ୦, ଅନ୍ୟାନ୍ୟ ୬

ଟୁଡେସ୍‌ ଚାଣକ୍ୟ (ଛତିଶଗଡ଼): କଂଗ୍ରେସ ୫୦, ବିଜେପି ୩୬, ଅନ୍ୟାନ୍ୟ ୪

ଟୁଡେସ୍‌ ଚାଣକ୍ୟ (ମଧ୍ୟପ୍ରଦେଶ): କଂଗ୍ରେସ ୧୨୫, ବିଜେପି ୧୦୩, ଅନ୍ୟାନ୍ୟ ୨

ରିପବ୍ଲିକ ଟିଭି (ଛତିଶଗଡ଼): ବିଜେପି ୩୫ରୁ ୪୫, କଂଗ୍ରେସ ୪୦ରୁ ୫୦, ବିଏସ୍‌ପି ୩ରୁ ୭, ଅନ୍ୟାନ୍ୟ ୦

ନ୍ୟୁଜ୍‌ ୨୪ (ମଧ୍ୟପ୍ରଦେଶ): ବିଜେପି ୧୦୩, କଂଗ୍ରେସ ୧୧୫, ଅନ୍ୟାନ୍ୟ ୧୨

ସି ଭୋଟର୍‌ (ମିଜୋରାମ): କଂଗ୍ରେସ ୧୪ରୁ ୧୮, ଏମ୍‌ଏନ୍‌ଏଫ୍‌ ୧୬ରୁ ୨୦, ଜେଡପିଏମ୍‌ ୩ରୁ ୭, ଅନ୍ୟାନ୍ୟ ୦ରୁ ୩

ସି ଭୋଟର୍‌ (ଛତିଶଗଡ଼): କଂଗ୍ରେସ ୪୨ରୁ ୫୦, ବିଜେପି ୩୫ରୁ ୪୨, ବିଏସ୍‌ପି ୩ରୁ ୭

ଇଣ୍ଡିଆ ଟୁଡେ (ରାଜସ୍ଥାନ): ବିଜେପି ୫୫ରୁ ୭୨, କଂଗ୍ରେସ ୧୧୯ରୁ ୧୪୧, ବିଏସ୍‌ପି ୧ରୁ ୩, ଅନ୍ୟାନ୍ୟ ୩ରୁ ୮

ଇଣ୍ଡିଆ ଟୁଡେ (ଛତିଶଗଡ଼): ବିଜେପି ୨୧ରୁ ୩୧, କଂଗ୍ରେସ ୫୫ରୁ ୫୬, ଜେସିସି+ ବିଏସ୍‌ପି ୪ରୁ ୮, ଅନ୍ୟାନ୍ୟ ୦

ଇଣ୍ଡିଆ ଟୁଡେ (ତେଲେଙ୍ଗାନା): ଟିଆରଏସ୍‌ ୭୯ରୁ ୯୧, ବିଜେପି ୧ରୁ ୩, କଂଗ୍ରେସ ୨୧ରୁ ୩୩, ଏଆଇଏମ୍‌ଆଇଏମ୍‌ ୪ରୁ ୭

ଜନକୀବାତ୍‌ (ତେଲେଙ୍ଗାନା): ଟିଆରଏସ୍‌- ୫୦ରୁ ୬୫, କଂଗ୍ରେସ- ୩୮ରୁ ୫୨, ବିଜେପି- ୪ରୁ ୭, ଅନ୍ୟାନ୍ୟ- ୮ରୁ ୧୪

ରିପବ୍ଲିକ୍‌ ଟିଭି (ମଧ୍ୟପ୍ରଦେଶ): ବିଜେପି ୧୦୮ରୁ ୧୨୮, କଂଗ୍ରେସ ୯୫ରୁ ୧୧୫, ବିଏସ୍‌ପି ୦, ଅନ୍ୟାନ୍ୟ ୭

ନ୍ୟୁଜ୍‌ ନେତା (ମଧ୍ୟପ୍ରଦେଶ): ବିଜେପି ୧୦୬, କଂଗ୍ରେସ ୧୧୨, ଅନ୍ୟାନ୍ୟ ୧୨

ଏବିପି (ମଧ୍ୟପ୍ରଦେଶ): ବିଜେପି ୯୪, କଂଗ୍ରେସ ୧୨୬, ଅନ୍ୟାନ୍ୟ ୧୦

ସି-ଭୋଟର୍‌ (ମିଜୋରାମ): କଂଗ୍ରେସ ୧୪ରୁ ୧୮, ଏମ୍‌ଏନ୍‌ ଏଫ୍‌ ୧୬ରୁ ୨୦, ବିଜେପି ୦

ନ୍ୟୁଜ ନେସନ (ଛତିଶଗଡ଼): ବିଜେପି ୩୮ରୁ ୪୨, କଂଗ୍ରେସ ୪୦ରୁ ୪୪, ବିଏସ୍‌ପି ୪ରୁ ୮, ଅନ୍ୟାନ୍ୟ ୦ରୁ ୪

ଜନକୀବାତ୍‌ (ମଧ୍ୟପ୍ରଦେଶ): ବିଜେପି ୧୦୮ରୁ ୧୨୮, କଂଗ୍ରେସ ୯୫ରୁ ୧୧୫, ଅନ୍ୟାନ୍ୟ ୦ରୁ ୭

ଟାଇମ୍ସ ନାଓ (ତେଲେଙ୍ଗାନା): ଟିଆର୍‌ଏସ୍‌ ୬୬, କଂଗ୍ରେସ ୩୭, ବିଜେପି ୭, ଅନ୍ୟାନ୍ୟ ୨

 

ଛତିଶଗଡ଼:

  • ମୋଟ ଆସନ ସଂଖ୍ୟା ୯୦, ମ୍ୟାଜିକ ନମ୍ବର ୪୬
  • ପୋଲ ଅଫ୍‌ ଏକଜିଟ୍‌ ପୋଲ: ବିଜେପି: ୪୦,କଂଗ୍ରେସ: ୪୩,ଅନ୍ୟାନ୍ୟ: ୫

ମଧ୍ୟପ୍ରଦେଶ:

  • ମୋଟ ଆସନ ସଂଖ୍ୟା :୨୩୦, ମ୍ୟାଜିକ୍‌ ନମ୍ବର ୧୧୬
  • ପୋଲ ଅଫ୍‌ ଏକଜିଟ୍‌ ପୋଲ: ବିଜେପି ୧୧୦, କଂଗ୍ରେସ ୧୧୦, ଅନ୍ୟାନ୍ୟ ୧୦

ତେଲେଙ୍ଗାନା:

  • ମୋଟ ଆସନ ସଂଖ୍ୟା: ୧୧୯, ମ୍ୟାଜିକ ନମ୍ବର: ୬୦
  • ପୋଲ ଅଫ୍‌ ଏକଜିଟ୍‌ ପୋଲ:ଟିଆର୍‌ଏସ୍‌- ୬୨, ବିଜେପି-୦୫, କଂଗ୍ରେସ-୪୪, ଅନ୍ୟାନ୍ୟ-୮

ରାଜସ୍ଥାନ:

  • ମୋଟ ଆସନ ସଂଖ୍ୟା: ୧୯୯, ମ୍ୟାଜିକ ନମ୍ବର:୧୦୦
  • ପୋଲ ଅଫ୍‌ ଏକଜିଟ୍‌ ପୋଲ: ବିଜେପି- ୭୯, କଂଗ୍ରେସ- ୧୧୨, ଅନ୍ୟାନ୍ୟ- ୮

ମିଜୋରାମ:

  • ମୋଟ ଆସନ ସଂଖ୍ୟା ୪୦, ମ୍ୟାଜିକ ନମ୍ବର ୨୧
  • ପୋଲ ଅଫ୍‌ ଏକଜିଟ୍‌: କଂଗ୍ରେସ ୧୬, ଏମ୍‌ଏନ୍‌ଏଫ୍‌ ୧୮, ଅନ୍ୟାନ୍ୟ ୦୬, ବିଜେପି ୦୦

Related story