ବିଶ୍ୱ ବ୍ୟାଙ୍କର ସତର୍କ ସୂଚନା: ୧୦୦ ନିୟୁତ ଲୋକ ଅତି ଗରିବ ରେଖା ତଳକୁ ଚାଲି ଯିବେ!

ୱାଶିଂଟନ: ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି। କରୋନା ପାଇଁ ଜାରି କଟକଣା ସତ୍ତ୍ୱେ ସଂକ୍ରମଣ ଉପରେ ରୋକ ଲାଗି ପାରୁନାହିଁ। କିନ୍ତୁ ଲକଡାଉନ ଓ ଶଟଡାଉନ ଯୋଗୁ ଲୋକେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ଭାରତରେ କରୋନା ଲକଡାଉନ ପ୍ରାୟ ୧.୮ କୋଟି ଲୋକଙ୍କ ଚାକିରି ନେଇ ସାରିଲାଣି। ବିଶ୍ୱରେ ସ୍ଥିତି ଆହୁରି ସାଂଘାତିକ କୋଟି କୋଟି ଲୋକ ଚାକିରି ହରାଇ ଘରେ ବସି ରହିଥିବାରୁ ସମସ୍ତଙ୍କ […]

na

na

Hemant Lenka
  • Published: Friday, 21 August 2020
  • Updated: 21 August 2020, 09:08 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି। କରୋନା ପାଇଁ ଜାରି କଟକଣା ସତ୍ତ୍ୱେ ସଂକ୍ରମଣ ଉପରେ ରୋକ ଲାଗି ପାରୁନାହିଁ। କିନ୍ତୁ ଲକଡାଉନ ଓ ଶଟଡାଉନ ଯୋଗୁ ଲୋକେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ଭାରତରେ କରୋନା ଲକଡାଉନ ପ୍ରାୟ ୧.୮ କୋଟି ଲୋକଙ୍କ ଚାକିରି ନେଇ ସାରିଲାଣି। ବିଶ୍ୱରେ ସ୍ଥିତି ଆହୁରି ସାଂଘାତିକ କୋଟି କୋଟି ଲୋକ ଚାକିରି ହରାଇ ଘରେ ବସି ରହିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଏସବୁ ଭିତରେ ବିଶ୍ୱବ୍ୟାଙ୍କ ଆହୁରି ସାଂଘାତିକ ସ୍ଥିତିର ଆକାଳନ କରିଛି। କରୋନା ମହାମାରୀ ଯୋଗୁ ପ୍ରାୟ ୧୦୦ ନିୟୁତ ଲୋକ ଅତି ଗରିବ ରେଖା ତଳକୁ ଖସିଯିବେ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ପୂର୍ବରୁ କୋଭିଡ ଦ୍ୱାରା ୬୦ ନିୟୁତ ଲେକ ଅତି ଗରିବ ହେବେ ବୋଲି ଆକଳନ କରାଯାଇଥିଲା।

ହେଲେ ବର୍ତ୍ତମାନ ସ୍ଥିତି ଆହୁରି ଭୟଙ୍କର ହୋଇଛି। ଏବେକାର ଆକଳନ ଅନୁଯାୟୀ, ୭୦ରୁ ୧୦୦ ମିଲିନୟ ଲୋକ ଅତି ଗରିବ ରେଖା ତଳକୁ ଚାଲିଯିବାର ଆଶଙ୍କା ରହିଛି। ସେହିପରି ଯଦି ଏପରି ସ୍ଥିତି ଆଗକୁ ଲାଗି ରହିଲା, ତା’ହେଲେ ଏହି ସଂଖ୍ୟା ଆହୁରି ଅଧିକ ରହିବ ବୋଲି ଡେଭିଡ ଆକଳନ କରିଛନ୍ତି। 

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଆହୁରି କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଗରିବ ଦେଶ ଗୁଡ଼ିକୁ ଋଣ ଦେଇଥିବା ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରନ୍ତୁ। ସେମାନେ ଋଣ ଦେବା ବେଳେ ରଖିଥିବା ସର୍ତ୍ତକୁ କୋହଳ କରନ୍ତୁ। ଋଣ ଗୁଡ଼ିକୁ ପୂନର୍ବାର ସଂଶୋଧିତ କରାଯିବା ଉଚିତ।

ଏବେକାର ସ୍ଥିତି ଯାହା ଋଣ ପରିଶୋଧ କରିବା କିଛି ଦେଶଗୁଡ଼ିକ ପାଖରେ ସମ୍ଭବ ନୁହେଁ। ଯଦି ଏହି ସମୟରେ ଋଣ କୋହଳ କରାଯାଏ, ତେବେ ଦେଶ ଗୁଡ଼ିକରେ ନୂଆ ନିବେଶକଙ୍କ ଆଗମନ ହେବ। ସେମାନଙ୍କ ଅର୍ଥନୀତି ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି। ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story