ଧରାପଡ଼ିଲେ ୧୬ ମାଟ୍ରିକ୍‌ ଫେଲ ପାଇଲଟ୍‌

ନୂଆଦିଲ୍ଲୀ:ପାଠରେ ମାଟ୍ରିକ୍‌ ଫେଲ। ହେଲେ ପେଶାରେ ପାଇଲଟ୍‌। ନକଲି ପ୍ରମାଣପତ୍ର ବଳରେ ଡିଗ୍ରୀ ହାସଲ କରି ବିମାନ ପାଇଲଟ୍‌ ହେବା ମହଙ୍ଗା ପଡ଼ଛି। ଫେକ୍‌ ଡିଗ୍ରୀ ପ୍ରମାଣ ପତ୍ର ରଖିଥିବା ଅଭିଯୋଗରେ ପାକିସ୍ତାନର ୧୬ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ୬୫ ଜଣ କ୍ୟାବିନ୍‌ କ୍ରୁଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି। ପାକିସ୍ତାନର ନାଗରିକ ଉଡ଼ାନ ନିୟମ ଅନୁଯାୟୀ ବୁଧବାର ଏ ବିଷୟରେ ସୂଚନା ଦିଆଯାଇଛି। ବିମାନ ସେବାରେ ନିୟୋଜିତ କେତେକ କର୍ମଚାରୀଙ୍କ ବିରୋଧରେ ଫେକ୍‌ […]

j-99

j-99

Tapas Behera
  • Published: Tuesday, 22 January 2019
  • Updated: 22 January 2019, 04:56 PM IST

Sports

Latest News

ନୂଆଦିଲ୍ଲୀ:ପାଠରେ ମାଟ୍ରିକ୍‌ ଫେଲ। ହେଲେ ପେଶାରେ ପାଇଲଟ୍‌। ନକଲି ପ୍ରମାଣପତ୍ର ବଳରେ ଡିଗ୍ରୀ ହାସଲ କରି ବିମାନ ପାଇଲଟ୍‌ ହେବା ମହଙ୍ଗା ପଡ଼ଛି। ଫେକ୍‌ ଡିଗ୍ରୀ ପ୍ରମାଣ ପତ୍ର ରଖିଥିବା ଅଭିଯୋଗରେ ପାକିସ୍ତାନର ୧୬ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ୬୫ ଜଣ କ୍ୟାବିନ୍‌ କ୍ରୁଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି। ପାକିସ୍ତାନର ନାଗରିକ ଉଡ଼ାନ ନିୟମ ଅନୁଯାୟୀ ବୁଧବାର ଏ ବିଷୟରେ ସୂଚନା ଦିଆଯାଇଛି। ବିମାନ ସେବାରେ ନିୟୋଜିତ କେତେକ କର୍ମଚାରୀଙ୍କ ବିରୋଧରେ ଫେକ୍‌ ପ୍ରମାଣପତ୍ର ଅଭିଯୋଗ ଆସିଥିଲା। ଏହାପରେ ତଦନ୍ତ କରାଯିବାରୁ ଉପରୋକ୍ତ ଘଟଣା ସାମ୍ନାକୁ ଅସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story