ଯଥେଷ୍ଟ ହେଲାନି ହାଫିଜ୍‌ ବ୍ୟାନ୍‌, ପାକିସ୍ତାନକୁ ପୁଣି ଅନ୍ତର୍ଜାତୀୟ ଝଟ୍‌କା

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ହମ୍‌ଲା ପରେ ପାକିସ୍ତାନ ଯେତେ ମୁହଁଟାଣ ଦେଖାଇଲେ ମଧ୍ୟ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହ ଏବଂ ବିଭିନ୍ନ ବିଶ୍ୱସ୍ତରୀୟ ଅନୁଷ୍ଠାନ ଏହା ଉପରେ କଟକଣା ବଢ଼ାଇବାରେ ଲାଗିଛନ୍ତି। ଆଜି ପ୍ୟାରିସ୍‌ଠାରେ ଅନୁଷ୍ଠିତ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ଏହି ରାଷ୍ଟ୍ର ଏହି ଅନୁଷ୍ଠାନର ଗ୍ରେ ତାଲିକାରେ ହିଁ ରହିବ। ଏହାକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ, ହାଫିଜ୍‌ ସୟିଦ୍‌ ଏବଂ ଏହାର ସଂଗଠନ ଜମାତ୍‌-ଉଦ୍‌-ଦାୟା ଉପରେ […]

imran

imran

Subrat Kumar Nayak
  • Published: Friday, 22 February 2019
  • Updated: 22 February 2019, 04:50 PM IST

Sports

Latest News

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ହମ୍‌ଲା ପରେ ପାକିସ୍ତାନ ଯେତେ ମୁହଁଟାଣ ଦେଖାଇଲେ ମଧ୍ୟ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହ ଏବଂ ବିଭିନ୍ନ ବିଶ୍ୱସ୍ତରୀୟ ଅନୁଷ୍ଠାନ ଏହା ଉପରେ କଟକଣା ବଢ଼ାଇବାରେ ଲାଗିଛନ୍ତି। ଆଜି ପ୍ୟାରିସ୍‌ଠାରେ ଅନୁଷ୍ଠିତ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ଏହି ରାଷ୍ଟ୍ର ଏହି ଅନୁଷ୍ଠାନର ଗ୍ରେ ତାଲିକାରେ ହିଁ ରହିବ।

ଏହାକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ, ହାଫିଜ୍‌ ସୟିଦ୍‌ ଏବଂ ଏହାର ସଂଗଠନ ଜମାତ୍‌-ଉଦ୍‌-ଦାୟା ଉପରେ କଟକଣା ଲଗାଇ ଗ୍ରେ ତାଲିକାରୁ ହଟିଯିବା ପାଇଁ ପାକିସ୍ତାନର ଉଦ୍ଦେଶ୍ୟ ସଫଳ ହୋଇପାରିନାହିଁ।

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏହି ‘ଗ୍ରେ’ ସ୍ତରରେ ମଧ୍ୟ ପାକିସ୍ତାନ ବେଶି ଦିନ ରହିବନି। ଆସନ୍ତା ଜୁନ୍‌ ମାସ ଏବଂ ଅକ୍ଟୋବର ମାସରେ ମଧ୍ୟ ବୈଠକରେ ଏହାର ସମୀକ୍ଷା କରାଯିବ। ଏହାପରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ଅଛି। ଯଦି ଏପରି ହୁଏ ତା'ହେଲେ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯାଇପାରିବ।

ଏଫ୍‌ଏଟିଏଫ୍‌ ପକ୍ଷରୁ ଧମକାଇ କୁହାଯାଇଛି, “ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ପଛଘୁଞ୍ଚା ଦେଲେ ଏହାର ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଏହି ଟାର୍ଗେଟ୍‌କୁ ନିର୍ଦ୍ଦିଷ୍ଟ ଅବଧିରେ ପୂରଣ କରିବାକୁ ହେବ।”

ସୂଚନାଯୋଗ୍ୟ ଯେ, ଏଫ୍‌ଏଟିଏଫ୍‌ ସଂସ୍ଥା ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଥିବା ଦେଶଙ୍କୁ ଆର୍ଥିକ ସହାୟତା ଯୋଗାଇବାର ବ୍ୟବସ୍ଥା କରିଥାଏ। ଏତଦ୍‌ବ୍ୟତୀତ ଆତଙ୍କବାଦର ସମର୍ଥନ କରୁଥିବା ପାକିସ୍ତାନ ପରି ଦେଶଙ୍କୁ ଅନ୍ତର୍ଜାତୀୟ ଋଣ ମିଳିବାରେ କଟକଣା ଜାରି କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story