କ୍ଷୀରରେ ନିଦ ବଟିକା ଦେଇ ଝିଅକୁ ଦୁଷ୍କର୍ମ

ଲକ୍ଷ୍ମୌ: ନାରୀକୁ ସମ୍ମାନ ଦିଆଯିବ। ସେମାନଙ୍କ ମର୍ଯ୍ୟାଦା କିଭଳି ସୁରକ୍ଷିତ ରହିବ, ସେ ନେଇ ସମସ୍ତେ ଗୁରୁତ୍ୱାରୋପ କରୁଛନ୍ତି। ସରକାରୀ ଓ ବେସରକାରୀସ୍ତରରେ ଏ ନେଇ ଅନେକ ବିତର୍କ ହେଉଛି। ହେଲେ ପରିସ୍ଥିତିରେ ସୁଧାର ଆସୁନି। ଆମ ସମାଜରେ ଦିନକୁ ଦିନ ଏମିତି କାଣ୍ଡ ଘଟୁଛି, ଯାହା ଶୁଣିଲେ ଲଜ୍ଜାରେ ମୁଣ୍ଡ ନଇଁଯାଉଛି। ନାରୀ ଖାଲି ବାହାରେ ନୁହେଁ, ଏବେ ନିଜ ଘରେ ବି ଅସୁରକ୍ଷିତ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ୧୭ ବର୍ଷିୟା ନାବାଳିକାକୁ ଖୋଦ୍‌ […]

Rapeimage

Rapeimage

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 06:15 PM IST

ଲକ୍ଷ୍ମୌ: ନାରୀକୁ ସମ୍ମାନ ଦିଆଯିବ। ସେମାନଙ୍କ ମର୍ଯ୍ୟାଦା କିଭଳି ସୁରକ୍ଷିତ ରହିବ, ସେ ନେଇ ସମସ୍ତେ ଗୁରୁତ୍ୱାରୋପ କରୁଛନ୍ତି। ସରକାରୀ ଓ ବେସରକାରୀସ୍ତରରେ ଏ ନେଇ ଅନେକ ବିତର୍କ ହେଉଛି। ହେଲେ ପରିସ୍ଥିତିରେ ସୁଧାର ଆସୁନି। ଆମ ସମାଜରେ ଦିନକୁ ଦିନ ଏମିତି କାଣ୍ଡ ଘଟୁଛି, ଯାହା ଶୁଣିଲେ ଲଜ୍ଜାରେ ମୁଣ୍ଡ ନଇଁଯାଉଛି। ନାରୀ ଖାଲି ବାହାରେ ନୁହେଁ, ଏବେ ନିଜ ଘରେ ବି ଅସୁରକ୍ଷିତ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ୧୭ ବର୍ଷିୟା ନାବାଳିକାକୁ ଖୋଦ୍‌ ତାର ବାପା ଦୁଷ୍କର୍ମ କରି ଏବେ ହାଜତରେ।

ଘଟଣାଟି ଘଟିଛି ଉତ୍ତରପ୍ରେଦଶ ରାଜ୍ୟ ବୁଲନ୍ଦସହର ଅଞ୍ଚଳରେ। ଏହି ସହରର ଭୋପୁର ଗ୍ରାମରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଗ୍ରାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଅନୁପସ୍ଥିତିରେ ଝିଅପ୍ରତି ପାଶବିକ ଅତ୍ୟାଚାର କରିଛନ୍ତି। ପୀଡ଼ିତାଙ୍କ ମା’ କୌଣସି ସଂପର୍କୀୟଙ୍କୁ  ଭେଟିବାକୁ ଯାଇଥିବାର ସୁଯୋଗ ନେଇ କାମୁକ ପିତା ଝିଅର କ୍ଷୀର ଗ୍ଲାସରେ ନିଦ ବଟିକା ମିଶାଇ ଦେଇଥିଲେ। ଝିଅ ଏହି କ୍ଷୀର ପିଇବା ପରେ ସେ ଏହାର ଫାଇଦା ଉଠାଇଥିଲେ।

ବୁଧବାର ଏହି ଘଟଣା ଘଟିଥିବା ବେଳେ ଅଭିଯୋଗ ପାଇ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ହେଲେ ବାପର ଏହି ପାପ ଆଜି କେବଳ ସେଇ ଝିଅଟିକୁ ଲଜ୍ଜିତ କରିନି ବରଂ ସଂପୂର୍ଣ୍ଣ ସମାଜର ମୁଣ୍ଡ ନୁଆଁଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story