ଆଇଏସ୍‌ କବଳରୁ ମୁକୁଳି ଭାରତ ଫେରିଲେ ଫାଦର ଟମ୍ ଉଝୁନନାଲିଲ୍

ନୂଆଦିଲ୍ଲୀ: ୧୮ ମାସ ପରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ କବଳରୁ ମୁକୁଳିଛନ୍ତି କେରଳର କାଥୋଲିକ୍ ପାଦ୍ରୀ ଫାଦର ଟମ୍ ଉଝୁନନାଲିଲ୍। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଫାଦରଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ କେଜେ ଆଲଫୋନ୍ସ। ଏହାପରେ ଫାଦର ସୁଷମା ସ୍ୱରାଜ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଫାଦର। ଗତବର୍ଷ ମାର୍ଚ୍ଚ ମାସରେ ୟେମେନର ଅଦନ ସହରର ଏକ ମିଶନାରୀ ଉପରକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଆକ୍ରମଣ କରିଥିଲା। ଯେଉଁଥିରେ ୪ ଜଣ ନନଙ୍କ ସମେତ ୧୬ ଜଣଙ୍କ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 02:04 PM IST

Sports

Latest News

ନୂଆଦିଲ୍ଲୀ: ୧୮ ମାସ ପରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ କବଳରୁ ମୁକୁଳିଛନ୍ତି କେରଳର କାଥୋଲିକ୍ ପାଦ୍ରୀ ଫାଦର ଟମ୍ ଉଝୁନନାଲିଲ୍। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଫାଦରଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ କେଜେ ଆଲଫୋନ୍ସ। ଏହାପରେ ଫାଦର ସୁଷମା ସ୍ୱରାଜ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଫାଦର।

ଗତବର୍ଷ ମାର୍ଚ୍ଚ ମାସରେ ୟେମେନର ଅଦନ ସହରର ଏକ ମିଶନାରୀ ଉପରକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଆକ୍ରମଣ କରିଥିଲା। ଯେଉଁଥିରେ ୪ ଜଣ ନନଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଫାଦର ଟମ୍ ଉଝୁନନାଲିଲ୍ ନିଖୋଜ ଥିଲେ। ତେବେ ସେ ଜୀବିତ ଥିବା ଖବର ମିଳିବା ପରେ କେନ୍ଦ୍ର ସରକାର ଓମାନ ଓ ୟେମେନ୍ ସରକାରଙ୍କ ସହାୟତା ଲୋଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story