ଡିଏସ୍‌ପି ଏମ୍.କେ.ଗଣପତି ଆତ୍ମହତ୍ୟା ଘଟଣା: ଓଡ଼ିଆ ଆଇପିଏସ୍‌ ଅଧିକାରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ

ବେଙ୍ଗାଲୁରୁ: ମାଙ୍ଗାଲୁରୁରେ ଡିଏସ୍‌ପି ଏମ୍.କେ. ଗଣପତି ଆତ୍ମହତ୍ୟା ଘଟଣାରେ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ। ଏହି ତିନି ଜଣଙ୍କ ମଧ୍ୟରେ ଜଣେ ଓଡ଼ିଆ ଆଇପିଏସ୍ ଅଫିସର ମଧ୍ୟ ଅଛନ୍ତି। ତାଙ୍କ ନାଁ ପ୍ରଣବ ମହାନ୍ତି। ସେ ଆଇଜି ପଦବୀରେ ଅଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା କେ.ଏଲ୍‌ ଜର୍ଜ ଓ ରାଜ୍ୟ ଗୁଇନ୍ଦା ବିଭାଗର ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ (ଏଡିଜିପି) ଏ.ଏମ୍‌ ପ୍ରସାଦ। ଏହି ତିନି ଜଣଙ୍କ […]

Rakesh Mallick
  • Published: Friday, 27 October 2017
  • Updated: 27 October 2017, 09:58 AM IST

ବେଙ୍ଗାଲୁରୁ: ମାଙ୍ଗାଲୁରୁରେ ଡିଏସ୍‌ପି ଏମ୍.କେ. ଗଣପତି ଆତ୍ମହତ୍ୟା ଘଟଣାରେ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ। ଏହି ତିନି ଜଣଙ୍କ ମଧ୍ୟରେ ଜଣେ ଓଡ଼ିଆ ଆଇପିଏସ୍ ଅଫିସର ମଧ୍ୟ ଅଛନ୍ତି। ତାଙ୍କ ନାଁ ପ୍ରଣବ ମହାନ୍ତି। ସେ ଆଇଜି ପଦବୀରେ ଅଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା କେ.ଏଲ୍‌ ଜର୍ଜ ଓ ରାଜ୍ୟ ଗୁଇନ୍ଦା ବିଭାଗର ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ (ଏଡିଜିପି) ଏ.ଏମ୍‌ ପ୍ରସାଦ।

ଏହି ତିନି ଜଣଙ୍କ ଯୋଗୁଁ ଡିଏସ୍‌ପି ଗଣପତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ୨୦୧୬ ଜୁଲାଇ ୭ ତାରିଖରେ କୋଡାଗୁର ଏକ ଲଜ୍‌ରେ ଡିଏସ୍‌ପି ଗଣପତି ଆତ୍ମହତ୍ୟା କରିଥିଲେ। ସେତେବେଳେ ସେ ମାଙ୍ଗାଲୁରୁର ଡିଏସ୍‌ପି ଥିଲେ।

[caption id="attachment_176214" align="aligncenter" width="600"]George ମନ୍ତ୍ରୀ କେ.ଏଲ୍‌ ଜର୍ଜ[/caption]

ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଗତ ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ପାଇଁ ଗଣପତିଙ୍କ ବାପା କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେବା ପରେ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌କୋର୍ଟ କହିଥିଲେ ଯେ ଏହି ଘଟଣାରେ କିଛି ସନ୍ଦେହଜନକ କଥା ରହିଛି। ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ୱଚ୍ଛ ଭାବେ ଜାଣିବା ପାଇଁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି।

କେ.ଏଲ୍‌ ଜର୍ଜ ଏବେ ବେଙ୍ଗାଲୁରୁ ବିକାଶ ଓ ସହର ପ୍ଲାନିଂ ମନ୍ତ୍ରୀ ଅଛନ୍ତି। ଡିଏସ୍‌ପି ଗଣପତି ଆତ୍ମହତ୍ୟା କରିବା ବେଳେ ସେ ଗୃହ ମନ୍ତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story