ଜିଏସଟି ଭବନରେ ନିଆଁ

ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଥିବା ଜିଏସଟି ଭବନରେ ଆଜି ଅପରାହ୍ନରେ ଭୟଙ୍କର ନିଆଁ ଲାଗିଛି। ଜିଏସଟି ଭବନର ୮ମ ମହଲାରେ ଏହି ନିଆଁ ଲାଗିଛି। ନିଆଁ ଲାଗିବା ସମୟରେ ଅନେକ ଲୋକ କୋଠାରେ ଥିବାରୁ ଫଶି ହୋଇ ରହିଛନ୍ତି। ଘଟଣାସ୍ଥଳରେ ୮ଟି ଫାୟାର ଇଞ୍ଜିନ ଏବଂ ଓ୍ୱାଟର ଟ୍ୟାଙ୍କର ଟିମ୍ ନିଆଁ ଲିଭା କାମରେ ନିୟୋଜିତ ରହିଛନ୍ତି। Mumbai: A level III fire has broken out in GST Bhavan, in […]

GST BHABAN FIRE

Subhransu Sekhar
  • Published: Monday, 17 February 2020
  • , Updated: 17 February 2020, 03:31 PM IST

ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଥିବା ଜିଏସଟି ଭବନରେ ଆଜି ଅପରାହ୍ନରେ ଭୟଙ୍କର ନିଆଁ ଲାଗିଛି। ଜିଏସଟି ଭବନର ୮ମ ମହଲାରେ ଏହି ନିଆଁ ଲାଗିଛି। ନିଆଁ ଲାଗିବା ସମୟରେ ଅନେକ ଲୋକ କୋଠାରେ ଥିବାରୁ ଫଶି ହୋଇ ରହିଛନ୍ତି। ଘଟଣାସ୍ଥଳରେ ୮ଟି ଫାୟାର ଇଞ୍ଜିନ ଏବଂ ଓ୍ୱାଟର ଟ୍ୟାଙ୍କର ଟିମ୍ ନିଆଁ ଲିଭା କାମରେ ନିୟୋଜିତ ରହିଛନ୍ତି।

https://twitter.com/ANI/status/1229330593764102145

କୋଠାରେ ଫଶି ହୋଇ ରହିଥିବା ଲୋକଙ୍କୁ ଦମକଳ ବାହିନୀର ଟିମ୍ ଉଦ୍ଧାର କରୁଥିବା ସୂଚନା ରହିଛି। ହେଲେ ଏଯାବାତ କେହି ମୃତାହତ ହୋଇନଥିବା ସୂଚନା ରହିଛି।

Related story