ସିଲିଣ୍ଡର ଫାଟି ବସ୍ତିରେ ଲାଗିଲା ଭୟଙ୍କର ନିଆଁ

ମୁମ୍ବାଇ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ବାନ୍ଦ୍ରାର ନାଗରଦାସ ରୋଡ୍‌ ନିକଟରେ ଥିବା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସ୍ତିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ସମ୍ପର୍କରେ ଏଯାଏ ସୂଚନା ମିଳିନାହିଁ। ମଙ୍ଗଳବାର ମଧ୍ୟାହ୍ଣ ୧୧.୩୬ରେ ପ୍ରଥମେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ନର୍ଗିସ୍ ଦତ୍ତ ନଗର ବସ୍ତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହାର ବିପରୀତ ଦିଗରେ ଅଗ୍ନିଶମ କେନ୍ଦ୍ର ଥିବାରୁ ଦମକଳ ବାହିନୀ […]

t

t

Hemant Lenka
  • Published: Tuesday, 30 October 2018
  • Updated: 30 October 2018, 02:30 PM IST

Sports

Latest News

ମୁମ୍ବାଇ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ବାନ୍ଦ୍ରାର ନାଗରଦାସ ରୋଡ୍‌ ନିକଟରେ ଥିବା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସ୍ତିଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ସମ୍ପର୍କରେ ଏଯାଏ ସୂଚନା ମିଳିନାହିଁ। ମଙ୍ଗଳବାର ମଧ୍ୟାହ୍ଣ ୧୧.୩୬ରେ ପ୍ରଥମେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା।

ନର୍ଗିସ୍ ଦତ୍ତ ନଗର ବସ୍ତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହାର ବିପରୀତ ଦିଗରେ ଅଗ୍ନିଶମ କେନ୍ଦ୍ର ଥିବାରୁ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭା କାର୍ଯ୍ୟରେ ୧୦ଟି ପାଣି ଟ୍ୟାଙ୍କର ଓ ୧୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡରେ ବସ୍ତିବାସୀଙ୍କ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି। ରିପୋର୍ଟ ଲେଖା ହେବା ଯାଏ, ନିଆଁକୁ ସଂପୂର୍ଣ୍ଣ ଭାବେ ଆୟତ୍ତ କରାଯାଇ ପାରି ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story