ଗଣତନ୍ତ୍ର ଦିବସରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ହିମାଚଳ ପ୍ରଦେଶରେ  କଲ୍କୁ, ମହାରାଷ୍ଟ୍ରରେ କଲ୍ୟାଣ ଏବଂ ପୁଣେ ଏବଂ କେରଳରେ ନିଆଁ ଲାଗିଛି। ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇ ନଥିବା ଖବର ଆସି ନାହିଁ। ହିମାଚଳପ୍ରଦେଶରେ କଲ୍କୁ ଜିଲ୍ଲାରେ ବହଙ୍ଗରେ ଶନିବାର ସନ୍ଧ୍ୟାରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୩ଟି ସେଡ୍‌ ଜଳିଯାଇଛି। ସେହିପରି ମହାରାଷ୍ଟ୍ରରେ କଳ୍ୟାଣ ତିଲକ ଚୌକ ଇଲାକାରେ ଏକ ୬ ତାଲା ବିଶିଷ୍ଟ କୋଠାରେ […]

pune_fire_1548523930_618x347

pune_fire_1548523930_618x347

Tapas Behera
  • Published: Sunday, 27 January 2019
  • Updated: 27 January 2019, 08:13 AM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ହିମାଚଳ ପ୍ରଦେଶରେ  କଲ୍କୁ, ମହାରାଷ୍ଟ୍ରରେ କଲ୍ୟାଣ ଏବଂ ପୁଣେ ଏବଂ କେରଳରେ ନିଆଁ ଲାଗିଛି। ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇ ନଥିବା ଖବର ଆସି ନାହିଁ। ହିମାଚଳପ୍ରଦେଶରେ କଲ୍କୁ ଜିଲ୍ଲାରେ ବହଙ୍ଗରେ ଶନିବାର ସନ୍ଧ୍ୟାରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୩ଟି ସେଡ୍‌ ଜଳିଯାଇଛି। ସେହିପରି ମହାରାଷ୍ଟ୍ରରେ କଳ୍ୟାଣ ତିଲକ ଚୌକ ଇଲାକାରେ ଏକ ୬ ତାଲା ବିଶିଷ୍ଟ କୋଠାରେ ନିଆଁ ଲାଗିଥିଲା। ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ସେହିପରି କେରଳରେ ଏକ ସ୍ଥାନରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story