କୋଚିଂ ସେଣ୍ଟରରେ ନିଆଁ, ୨୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ସୁରତ: ଗୁଜରାଟ ସୁରତର ତକ୍ଷଶିଳା ଆର୍କେଡ୍‌ ନାମକ ଏକ କୋଠାରେ ନିଆଁ ଲାଗିବା ଫଳରେ ଏଠାରେ ଥିବା ଏକ କୋଚିଂ ସେଣ୍ଟରର ୨୦ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ନିଆଁ ଲାଗିଯାଇ ଥିଲା। ଏଥିରେ ୧୨ ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି। କେବଳ ୧୬ ଜଣଙ୍କର ଧୂଆଁରେ ରୁନ୍ଧିହେବା କାରଣରୁ ଏବଂ ଅନ୍ୟମାନଙ୍କର ତଳକୁ ଡେଇଁବା କାରଣରୁ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଝିଅ […]

fire

fire

Subrat Kumar Nayak
  • Published: Friday, 24 May 2019
  • Updated: 24 May 2019, 10:09 PM IST

Sports

Latest News

ସୁରତ: ଗୁଜରାଟ ସୁରତର ତକ୍ଷଶିଳା ଆର୍କେଡ୍‌ ନାମକ ଏକ କୋଠାରେ ନିଆଁ ଲାଗିବା ଫଳରେ ଏଠାରେ ଥିବା ଏକ କୋଚିଂ ସେଣ୍ଟରର ୨୦ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ନିଆଁ ଲାଗିଯାଇ ଥିଲା। ଏଥିରେ ୧୨ ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି। କେବଳ ୧୬ ଜଣଙ୍କର ଧୂଆଁରେ ରୁନ୍ଧିହେବା କାରଣରୁ ଏବଂ ଅନ୍ୟମାନଙ୍କର ତଳକୁ ଡେଇଁବା କାରଣରୁ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଝିଅ ଅଛନ୍ତି। ମୃତକଙ୍କ ସଂଖ୍ୟା ପରବର୍ତ୍ତୀ ସମୟରେ ବଢ଼ିବାର ସମ୍ଭାବନା ରହିଥିବା ପୁଲିସ୍‌ ସୂଚନା ଦେଇଛି।
https://twitter.com/i/status/1131902227742724099
ଅପରାହ୍ଣ ୩.୩୦ ସମୟରେ ଏହି ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି କୋଠାରେ ଶର୍ଟସର୍କିଟ୍‌ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। କୋଠାର ତୃତୀୟ ଏବଂ ଚତୁର୍ଥ ମହଲାରେ ଥିବା କୋଚିଂ ସେଣ୍ଟରରେ ଏହି ନିଆଁ ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିବାବେଳେ ଆଖପାଖର ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ସୁରତ୍‌ ବିଜେପି ୟୁନିଟ୍‌କୁ ଉଦ୍ଧାର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋଚିଂ ସେଣ୍ଟରରେ ମୋଟ ୫୦ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଓ ସେମାନଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଜଣେ ସ୍ଥାନୀୟ ସାମ୍ବାଦିକ ଅପଲୋଡ୍‌ କରିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି, କିଛି ଛାତ୍ରଛାତ୍ରୀ ଅଗ୍ନିଶିଖା ଦାଉରୁ ବଞ୍ଚିବାପାଇଁ ଜୀବନ ବିକଳରେ ଝରକା ବାଟ ଦେଇ ତଳକୁ ଡିଆଁ ମାରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଗୁରତର ଆହତ ହୋଇଥିବାବେଳେ ଅନ୍ୟ କିଛି ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିପାରିଛନ୍ତି। କୋଠାର ମାଲିକ ଫେରାର ଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏଠାରେ ଅଗ୍ନିକାଣ୍ଡ ପରି ବିପର୍ଯ୍ୟୟର ମୁକାବିଲା ପାଇଁ କୌଣସି ବ୍ୟବସ୍ଥା ନଥିବା ଜଣାପଡ଼ିଛି।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏକ ସ୍ଥାନୀୟ ଟିଭି ଚ୍ୟାନେଲ ପକ୍ଷରୁ କୁହାଯାଇଛି, କୋଠାରୁ ସବା ଉପର ଫ୍ଲୋର୍ ଖାଲି କରିଦିଆଯାଇଛି ଏବଂ ଏହି ଫ୍ଲୋରରେ କେହି ଫସିନଥିବା ସୂଚନା ମିଳିଛି। ଦମକଳ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ସୁରତରେ ଏହି ଅଗ୍ନିକାଣ୍ଡ ପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଗୁଜରାଟ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛି।" କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ରୂପାନୀ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଅହମ୍ମଦାବାଦରୁ ସୁରତ ବାହାରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story