ସୁପର୍‌ମାର୍କେଟ୍‌ରେ ଗୁଳିମାଡ଼, ଜଣେ ଗିରଫ

ୱାଶିଂଟନ୍‌: ଆମେରିକାର ଲସ୍ ଏଞ୍ଜିଲିସ୍‌ର ଏକ ସୁପର୍‌ମାର୍କେଟ୍‌ରେ ଜଣେ ବ୍ୟକ୍ତି ହଠାତ୍ ଗୁଳି ଚଳାଇବାରୁ ଉପସ୍ଥିତ ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ପରେ ପୁଲିସ୍‌ ସେଠାରେ ପହଞ୍ଚି ପୂରା ଅଞ୍ଚଳକୁ ଘେରି ଦେଇଥିଲା ଓ ଉକ୍ତ ବନ୍ଧୁକଧାରୀଙ୍କୁ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁସାରେ, ବନ୍ଧୁକଧାରୀ ପ୍ରଥମେ ସୁପର୍‌ମାର୍କେଟ୍‌ରେ ପଶି ଜଣେ ବୟସ୍କ ମହିଳା ଓ ଯୁବତୀଙ୍କୁ ଗୁଳି ମାରିଥିଲା। ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ପୁଲିସ୍‌ ସହିତ ତା’ର ମୁହାଁମୁହିଁ ହୋଇଥିଲା। ସେ ସେଠାରୁ […]

000

000

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 09:58 AM IST

Sports

Latest News

ୱାଶିଂଟନ୍‌: ଆମେରିକାର ଲସ୍ ଏଞ୍ଜିଲିସ୍‌ର ଏକ ସୁପର୍‌ମାର୍କେଟ୍‌ରେ ଜଣେ ବ୍ୟକ୍ତି ହଠାତ୍ ଗୁଳି ଚଳାଇବାରୁ ଉପସ୍ଥିତ ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ପରେ ପୁଲିସ୍‌ ସେଠାରେ ପହଞ୍ଚି ପୂରା ଅଞ୍ଚଳକୁ ଘେରି ଦେଇଥିଲା ଓ ଉକ୍ତ ବନ୍ଧୁକଧାରୀଙ୍କୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ବନ୍ଧୁକଧାରୀ ପ୍ରଥମେ ସୁପର୍‌ମାର୍କେଟ୍‌ରେ ପଶି ଜଣେ ବୟସ୍କ ମହିଳା ଓ ଯୁବତୀଙ୍କୁ ଗୁଳି ମାରିଥିଲା। ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ପୁଲିସ୍‌ ସହିତ ତା’ର ମୁହାଁମୁହିଁ ହୋଇଥିଲା। ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ପୁଲିସ୍ ତାକୁ ଗୋଡ଼ାଇବାରୁ ସେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା ଓ ପରେ ଏକ ଗ୍ରୋସରୀ ଷ୍ଟୋର୍‌ରେ ପଶିଯାଇଥିଲା। ତେବେ ପୁଲିସ୍‌ ତାକୁ ଧରିବାରେ ସଫଳ ହୋଇଥିଲା। ପୁଲିସ୍‌ ତାର ପରିଚୟ କହି ନାହିଁ। ତାକୁ ପଚରାଉଚରା ଚାଲିଛି।

ଏହି ବନ୍ଧୁକଧାରୀ ଓ ପୁଲିସ୍ ମଧ୍ୟରେ ଗୁଳିବିନିମୟ ବେଳେ ସୁପର୍‌ମାର୍କେଟ୍ ଭିତରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଏହି ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଗୁରୁତ୍ୱର ସହିତ ନେଇଛନ୍ତି। ସେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story